ହାତ ଛାଡ଼ି ପଦ୍ମ ପୋଖରୀରେ ସୁଶାନ୍ତ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କଂଗ୍ରେସର ପୁରୁଖା ନେତା ସୁଶାନ୍ତ କୁମାର ପ୍ରଧାନ ହାତ ଛାଡ଼ି ପଦ୍ମ ଦଳରେ ସାମିଲ ହୋଇଛି। ଆଜି କଚେରୀ ପଡ଼ିଆରେ ହୋଇଥିବା ମିଶ୍ରଣ ପର୍ବ ସୁଶାନ୍ତ ତାଙ୍କର ୫୦୦୦ କର୍ମୀଙ୍କୁ ନେଇ ବିଜେପିରେ ମିଶିଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

congress-leader-susant-pradhan-join-in-bjp

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 03:57 PM IST

Related story