କଂଗ୍ରେସ୍‌ର ପ୍ରାର୍ଥୀ ଚୟନ କସରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କରିଛି କସରତ। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଏହି ସ୍କ୍ରିନିଂ କମିଟି ବୈଠକ। କମିଟିର ଅଧ୍ୟକ୍ଷ ଭି.ଡି. ସାଥେସାନ୍, ଅନ୍ୟ ୨ ସଦସ୍ୟଙ୍କ ସହ କଂଗ୍ରେସ ଭବନରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି। କେଉଁ ଆଧାରରେ କାହାକୁ ପ୍ରାର୍ଥୀ କଲେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିପାରିବ, ସେଥିନେଇ ବରିଷ୍ଠ ନେତାଙ୍କ ସହ […]

congress

congress

Jyoshna Pradhan
  • Published: Sunday, 30 September 2018
  • Updated: 30 September 2018, 10:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କରିଛି କସରତ। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଏହି ସ୍କ୍ରିନିଂ କମିଟି ବୈଠକ। କମିଟିର ଅଧ୍ୟକ୍ଷ ଭି.ଡି. ସାଥେସାନ୍, ଅନ୍ୟ ୨ ସଦସ୍ୟଙ୍କ ସହ କଂଗ୍ରେସ ଭବନରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି। କେଉଁ ଆଧାରରେ କାହାକୁ ପ୍ରାର୍ଥୀ କଲେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିପାରିବ, ସେଥିନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଉଛି।
ଆଲୋଚନା ପରେ ପିସିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ଉପରେ ଆସନ୍ତାକାଲି ବିଷଦ ଆଲୋଚନା କରିବ ପ୍ରଦେଶ ନିର୍ବାଚନ କମିଟି। ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ କମିଟି (ସିଇସି)କୁ ପଠାଯିବ। ସିଇସିର ତର୍ଜମା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟରେ ଉପସ୍ଥାପନ କରାଯିବା।

https://youtu.be/sDbUKyHw8Fk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story