୬ରେ ବିଧାୟକ ପଦରୁ ଇସ୍ତଫା ଦେବେ କୃଷ୍ଣ ଶଗରିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ଆଜି ବିଧାନସଭା ଯାଇଥିଲେ। ମାତ୍ର ବାଚସ୍ପତି ପ୍ରଦୀପ ଅମାତ ନଥିବାରୁ ଇସ୍ତଫା ଦେଇପାରି ନାହାନ୍ତି। ବାଚସ୍ପତି ନିଜ ନିର୍ବାଚନୀମଣ୍ଡଳୀ ଗସ୍ତ ସାରି ୫ ତାରିଖ ରାତିରେ ଭୁବନେଶ୍ୱର ଆସିବେ। ୬ ତାରିଖରେ ଦିନ ତାଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେବେ ବୋଲି ଶ୍ରୀ ଶଗରିଆ କହିଛନ୍ତି। କାହିଁକି ଇସ୍ତଫା ଦେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି-“କୁନ୍ଦୁଲି ଘଟଣାରେ […]

rtt6666

rtt6666

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 04:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ଆଜି ବିଧାନସଭା ଯାଇଥିଲେ। ମାତ୍ର ବାଚସ୍ପତି ପ୍ରଦୀପ ଅମାତ ନଥିବାରୁ ଇସ୍ତଫା ଦେଇପାରି ନାହାନ୍ତି। ବାଚସ୍ପତି ନିଜ ନିର୍ବାଚନୀମଣ୍ଡଳୀ ଗସ୍ତ ସାରି ୫ ତାରିଖ ରାତିରେ ଭୁବନେଶ୍ୱର ଆସିବେ। ୬ ତାରିଖରେ ଦିନ ତାଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେବେ ବୋଲି ଶ୍ରୀ ଶଗରିଆ କହିଛନ୍ତି।

କାହିଁକି ଇସ୍ତଫା ଦେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି-“କୁନ୍ଦୁଲି ଘଟଣାରେ ମୁଁ ମର୍ମାହତ ହୋଇଛି। ଜୀବିତ ଥିବା ବେଳେ ପୀଡ଼ିତା କହିଥିଲେ, ମୋତେ ଗଣଦୁଷ୍କର୍ମ ହୋଇଛି। ମାତ୍ର ତାଙ୍କୁ ନ୍ୟାୟ ମିଳିଲା ନାହିଁ। ନ୍ୟାୟ ମାଗି ୧୦୦ ଦିନ ପରେ ଜୀବନ ହାରିଲେ ପୀଡ଼ିତା। ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମକୁ ବର୍ଷେ ପୂର୍ତ୍ତି ହେଲା। ହେଲେ ଆଜିବି ପୀଡ଼ିତାଙ୍କ ମାଆ, ବାପା ଓ ଭାଇଙ୍କ ଆଖିରୁ ଲହ ଶୁଖୁନାହିଁ। ନିଜ ଝିଅକୁ ଝୁରି ହେଉଛନ୍ତି। ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ଆମକୁ ସରକାର କାହିଁକି ନ୍ୟାୟ ଦେଲେ ନାହିଁ? ଆମେ ଗରିବ ନା ଉପାନ୍ତ ଅଞ୍ଚଳ ଲୋକ ବୋଲି ନ୍ୟାୟ ମିଳିଲା ନାହିଁ?”

ସେ କହିଛନ୍ତି-“କୁନ୍ଦୁଲି ଘଟଣାରେ କେବଳ ରାଜ୍ୟ ସରକାର ନୁହେଁ, ଜାତୀୟ ଅନୁସୂଚିତ ଜାତି କମିଶନ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଭାରତବର୍ଷରେ ଯେଉଁଠି ଅନୁସୂଚିତ ଜାତିର ଲୋକଙ୍କ ଅନ୍ୟାୟ ହେଉଛି, ସେଠି କମିଶନ ହସ୍ତକ୍ଷେପ କରନ୍ତି। ମାତ୍ର ଏକ୍ଷେତ୍ରରେ ନୀରବଦ୍ରଷ୍ଟା କାହିଁକି? ରାଜ୍ୟ ସରକାର ପୀଡିତାଙ୍କ ସହିତ ଛଳନା କଲେ। ସେଥିପାଇଁ ମୁଁ ବିଧାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମାତ୍ର ଆଜି ବାଚସ୍ପତି ନଥିବାରୁ ନିଜର ଇସ୍ତଫାପତ୍ର ଦେଇପାରୁ ନାହିଁ। ୬ ତାରିଖରେ ବାଚସ୍ପତି ଭୁବନେଶ୍ୱର ଆସିଲେ ମୁଁ ତାଙ୍କୁ ଇସ୍ତଫାପତ୍ର ଦେବି।”

https://youtu.be/8GSGwdM1awk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story