ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଲେ ନରସିଂହ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜନୀତି ଉଷ୍ମ ହୋଇ ହୋଇଥିବା ବେଳେ ଏସଆଇଟି ମଞ୍ଜୁରକୁ ଐତିହାସିକ ସଫଳତା ବୋଲି କହିଥିଲେ ନରସିଂହ ମିଶ୍ର। ତେବେ ବରିଷ୍ଟ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହତ୍ୟା ଘଟଣାର ତଦନ୍ତ ହେଉଥିବା ବେଳେ ଏଥିରେ ଆପତ୍ତି ଉଠାଇଥିଲେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର । କହିଥିଲେ ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ। ଏବେ ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଛନ୍ତି […]

6nmb

6nmb

Tapas Behera
  • Published: Thursday, 10 December 2020
  • Updated: 10 December 2020, 05:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜନୀତି ଉଷ୍ମ ହୋଇ ହୋଇଥିବା ବେଳେ ଏସଆଇଟି ମଞ୍ଜୁରକୁ ଐତିହାସିକ ସଫଳତା ବୋଲି କହିଥିଲେ ନରସିଂହ ମିଶ୍ର। ତେବେ ବରିଷ୍ଟ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହତ୍ୟା ଘଟଣାର ତଦନ୍ତ ହେଉଥିବା ବେଳେ ଏଥିରେ ଆପତ୍ତି ଉଠାଇଥିଲେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ।

କହିଥିଲେ ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ। ଏବେ ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଛନ୍ତି ନରସିଂହ। ପରୀ ହତ୍ୟାର ତଦନ୍ତ ପାଇଁ ଗଠିତ SITକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବୋଥ୍ରା ପରିବହନ ନିଗମ ସିଏମଡି ଥିବାରୁ ତାଙ୍କର ପୁଲିସ କ୍ଷମତା ନାହିଁ। ୩୬ CRPCରେ କ୍ଷମତା ଥିବା ବ୍ୟକ୍ତି SITରେ ରହିବା ଦରକାର ବୋଲି ନରସିଂହ କହିଛନ୍ତି। ନରସିଂହ କହିଛନ୍ତି ଯେ, SITରେ ୩୬ CRPC କ୍ଷମତା ଥିବା ବ୍ୟକ୍ତି ହିଁ ରୁହନ୍ତୁ ବୋଲି ଆମେ ଦାବି କରୁଛୁ।

SIT ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହାଇକୋର୍ଟଙ୍କ ତଦାରଖରେ କାମ କରୁ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରକାଶ ମିଶ୍ର କହିଥିଲେ ଯେ, SIT ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ । CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। ଅରୁଣ ବୋଥ୍ରା ଏବେ OSRTCର ଏମ୍‌ଡି ଅଛନ୍ତି। ତାଙ୍କର କୌଣସି ପୁଲିସ ପାୱାର ନାହିଁ। ସେ ତଦନ୍ତ କେମିତି କରିବେ? ତେଣୁ ସିବିଆଇକୁ ତଦନ୍ତ ଦିଆଯାଉ। ଘଟଣାରେ SITର ତଦନ୍ତ କରିବାର ଅଧିକାର ନାହିଁ। SIT ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story