କେଉଁଦିନ ଆମକୁ ବି ଉଠାଇନେବ: ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟରେ କଣ ଏସବୁ ଚାଲିଛି? ଏତେ ମନ୍ତ୍ରୀ, ବିଧାୟକ ଜମି ନେଇଗଲେ। ସେମାନଙ୍କର କଣ କରିଛ? ସେମାନଙ୍କର କିଛି କଲନି, ଏହି ଓଟିଭି ପଛରେ ପଡ଼ିଛ। କେଉଁ ଦିନ ଆମକୁ ବି ଉଠାଇ ନେବ।” ଓଟିଭି ସିଏଫ୍‌ଓ (ଚିଫ୍ ଫାଇନାନ୍ସ ଅଫିସର) ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ଏମିତି କହିଛନ୍ତି। ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ […]

sura

sura

Manoranjan Sial
  • Published: Sunday, 01 November 2020
  • Updated: 01 November 2020, 04:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟରେ କଣ ଏସବୁ ଚାଲିଛି? ଏତେ ମନ୍ତ୍ରୀ, ବିଧାୟକ ଜମି ନେଇଗଲେ। ସେମାନଙ୍କର କଣ କରିଛ? ସେମାନଙ୍କର କିଛି କଲନି, ଏହି ଓଟିଭି ପଛରେ ପଡ଼ିଛ। କେଉଁ ଦିନ ଆମକୁ ବି ଉଠାଇ ନେବ।” ଓଟିଭି ସିଏଫ୍‌ଓ (ଚିଫ୍ ଫାଇନାନ୍ସ ଅଫିସର) ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ଏମିତି କହିଛନ୍ତି।

https://youtu.be/Bdez39UGd6o

ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସୂଚନା ଦିଆଯାଇନାହିଁ। କେଉଁ କାରଣରୁ ତାଙ୍କୁ ଉଠାଇ ନିଆଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story