କରୋନାକୁ ଡ଼ରିଗଲେ କି ସୁର ଭାଇ? ଆଜି ମାସ୍କ ପିନ୍ଧିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରୁ ବର୍ତ୍ତିବା ପାଇଁ କେତେ କଣ ଉପାୟ ବତାଉଥିଲେ। ପକେଟ୍‌ରେ ପିଆଜ ରଖିଲେ ଓ ଭାତରେ ପାଖୁଡ଼ାଏ ରସୁଣ ଖାଇଲେ କରୋନା ହେବନି ବୋଲି କହୁଥିବା ସୁର ଭାଇ ଅର୍ଥାତ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଆଜି କିନ୍ତୁ ଓଲଟା ମାସ୍କ ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ସାମ୍ୱାଦିକ ବନ୍ଧୁଙ୍କ ପ୍ରଶ୍ନରେ ସୁର ଭାଇ କହିଲେ- ଅଭ୍ୟାସ ନାହିଁ, ମାସ୍କ ଓଲଟା ପିନ୍ଧି ପକାଇଛି। ରୁହ ଠିକ୍‌ କରିଦେଉଛି। ସୁର […]

sura routray

sura routray

Manoranjan Sial
  • Published: Saturday, 24 April 2021
  • Updated: 24 April 2021, 05:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରୁ ବର୍ତ୍ତିବା ପାଇଁ କେତେ କଣ ଉପାୟ ବତାଉଥିଲେ। ପକେଟ୍‌ରେ ପିଆଜ ରଖିଲେ ଓ ଭାତରେ ପାଖୁଡ଼ାଏ ରସୁଣ ଖାଇଲେ କରୋନା ହେବନି ବୋଲି କହୁଥିବା ସୁର ଭାଇ ଅର୍ଥାତ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଆଜି କିନ୍ତୁ ଓଲଟା ମାସ୍କ ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ସାମ୍ୱାଦିକ ବନ୍ଧୁଙ୍କ ପ୍ରଶ୍ନରେ ସୁର ଭାଇ କହିଲେ- ଅଭ୍ୟାସ ନାହିଁ, ମାସ୍କ ଓଲଟା ପିନ୍ଧି ପକାଇଛି। ରୁହ ଠିକ୍‌ କରିଦେଉଛି। ସୁର ଭାଇଙ୍କ ଏହି କୌତୁହଳିଆ ଢ଼ଙ୍ଗ ଦେଖି ସାମ୍ୱାଦିକ ବନ୍ଧୁମାନେ ହସି ପକାଇଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ଡ଼ରିଗଲେ କି ସୁର ଭାଇ?

ସୁର ଭାଇ କହିଲେ-“ମୁଁ ଡ଼ରିନି। ଆପଣଙ୍କ ପରି ସାମ୍ୱାଦିକ ବନ୍ଧୁ, ଲେଖକ, କଳାକାର, ବୃଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ କେତେକ ଡାକ୍ତର ମୋତେ ବାରମ୍ୱାର କହିଲେ- ସୁର ଭାଇ କରୋନା ବ୍ୟାପିଲାଣି। ତୁମେ ଚାରିଆଡେ ବୁଲୁଛ, ମାସ୍କ ପିନ୍ଧି ପକାଅ। ମୁଁ ସମସ୍ତଙ୍କ ଅନୁରୋଧ ରକ୍ଷା କରି ଗତକାଲିଠାରୁ ଥୋମଣିରେ ବାନ୍ଧିଛି ମାସ୍କ।”

ସେ ଆହୁରି କହିଛନ୍ତି-“ମାସ୍କ ପିନ୍ଧିଲେ କଣ ହେବ। ଆଉ କିଛି କହିଲେ ପବନରେ ବ୍ୟାପୁଛି କରୋନା। ଯଦି କରୋନା ଆଖି ବାଟେ, ଝାଡା ବସିଥିବା ବେଳେ ପିଚା ବାଟେ ପଶିଯିବ, ନାକ ବାଟେ ଓ କାନ ବାଟେ ପଶିଗଲେ ମୁଁ କଣ କରିବି? ଯଦି କରୋନା ହୁଏ, ତାହା ହେଲେ ଫାଇଟ୍‌। କିନ୍ତୁ ରୋଗୀ ବଞ୍ଚାଇବା ପାଇଁ ଯେଉଁ ସଂଗ୍ରାମ ଚାଲିଛି, ତାହା ଚାଲିବ। ଶଟ୍‌ଡାଉନ୍‌ ସତ୍ତ୍ୱେ ଆଜି ମୁଁ ସକାଳେ ୭ଟା ଡାକ୍ତରଖାନା ବୁଲି ସାରିଲିଣି। ଭଗବାନ ଶକ୍ତି ଦେଇଛନ୍ତି, ଚାଲୁଛି। ମୋର ମନୋବଳ ୧୦୦ ପ୍ରତିଶତ ଦୃଢ଼ ରହିଛି।”

ସୂଚନାରୁ ପ୍ରକାଶ, କିଛି ଦିନ ତଳେ କରୋନା ଟିପ୍ସ ଦେଇଥିଲେ ସୁର ଭାଇ। କହିଥିଲେ, ପକେଟ୍‌ରେ ଗୋଟିଏ ପିଆଜ ରଖିଦିଅନ୍ତୁ କରୋନା ଧାଇଁ ପଳାଇବ। ଆଉ ଖାଇଲା ବେଳେ ପାଖୁଡାଏ ରସୁଣ ଖାଆନ୍ତୁ କରୋନା ଫରୋନା ପଳାଇବ ବୋଲି ସୁରଭାଇ କହିଥିଲେ। ଆଜି ହଠାତ୍‌ ସୁରଭାଇ ମାସ୍କ ପିନ୍ଧିଥିବା ଦେଖି ଗଣମାଧ୍ୟମ ପ୍ରତିନିମାନେ ଏପରି ପ୍ରଶ୍ନ ପଚାରିଥିଲେ।

https://youtu.be/npW8SjeZrcI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story