ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ

shreeballavସମ୍ୱଲପୁର: କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ  ଆଜି ସମ୍ପନ୍ନ ହୋଇଛି। ସମ୍ୱଲପୁର ରାଜଘାଟରେ ଦିନ ସାଢେ଼ ୧୧ଟା ସମୟରେ ଶ୍ରୀବଲ୍ଳଭଙ୍କ ଅନ୍ତେଷ୍ଟି କରାଯାଇଥିଲା। ପିସିସି ସଭାପତି ପ୍ରସାହ ହରିଚନ୍ଦନ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ନେତା ଓ କର୍ମୀ ଶେଷକୃତ୍ୟରେ ସାମିଲ ହୋଇଥିଲେ । ତା’ସହ ଶେଷ ଦର୍ଶନ ଲାଗି ରାଜଘାଟରେ ମଧ୍ୟ ବହୁ ସମର୍ଥକଙ୍କ ଗହଳି ଲାଗିଥିଲା। ଶ୍ରୀବଲ୍ଳଭଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ତାଙ୍କ ସମ୍ୱଲପୁର ବାସଭବନରୁ ରାଜଘାଟ ପର୍ଯ୍ୟନ୍ତ ନିଆଯାଇଥିଲା। ଗୁରବାର ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ଶ୍ରୀବଲ୍ଲଭଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ

ଅନୁଗୋଳରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ବନ୍ଧା ହେଲେ ୨, ବିବାହ ଆଇନ୍ ଉଲ୍ଲଂଘନ କଲେ ଫସିବେ ପୁରୋହିତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ମୋ ଧନକୁ ଡାକ୍ତର ଟ୍ରିଟ୍‌ମେଣ୍ଟ କଲେନି: ବାପା, ଭାଇ ତମେ ବି ଆସିଲନି…

ରାଜ୍ୟରେ ଅଣାୟତ୍ତ ‘କରୋନା’ ମହାମାରୀ: ନେଲାଣି ଆଉ ୫ ମୁଣ୍ଡ

ଘରକୁ ଫେରୁନାହାନ୍ତି, କେଉଁଠି ଅଛନ୍ତି ଆରତି?

‘ମୁଁ ସୁସ୍ଥ, ମୋତେ ନିଆଁ ପାଣି ବାସନ୍ଦ’

ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ