ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ମହାରଥୀଙ୍କ ବିରୋଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ। ଏଥିପାଇଁ ଆଜି ଯୁବକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଥିଲା। ଅମିତ ଶାହା ମୁର୍ଦାବାଦ ଓ ବିଜେପି ମୁର୍ଦାବାଦରେ କମ୍ପିଥିଲା ସମଗ୍ର ପରିବେଶ। ପରେ ଯୁବ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ଯାଇ କଂଗ୍ରେସ ଭବନ ଆଗରେ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହାର ନେତୃତ୍ୱ ନେଇଥିଲେ ଯୁବ କଂଗ୍ରେସ […]

congress protest in bbsr station

congress protest in bbsr station

Rakesh Mallick
  • Published: Monday, 25 June 2018
  • Updated: 25 June 2018, 05:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ। ଏଥିପାଇଁ ଆଜି ଯୁବକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଥିଲା। ଅମିତ ଶାହା ମୁର୍ଦାବାଦ ଓ ବିଜେପି ମୁର୍ଦାବାଦରେ କମ୍ପିଥିଲା ସମଗ୍ର ପରିବେଶ। ପରେ ଯୁବ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ଯାଇ କଂଗ୍ରେସ ଭବନ ଆଗରେ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହାର ନେତୃତ୍ୱ ନେଇଥିଲେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ। ମହାନଦୀ, ବେକାରୀ ବୃଦ୍ଧି ଓ କଳାଟଙ୍କା ପ୍ରସଙ୍ଗରେ ତାଙ୍କ ବିରୋଧ କରାଯିବ ବୋଲି ମହାରଥୀ କହିଛନ୍ତି।

ଲୋକନାଥ କହିଛନ୍ତି-“ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିଥିବା ସମାସ୍ୟା ସମାଧାନ ପାଇଁ ଆମେ ଚାହିଁଥିଲୁ। ମାତ୍ର ଆଜିପର୍ଯ୍ୟନ୍ତ ଏହି ସମସ୍ୟା ସମାଧାନ ହୋଇନାହିଁ। ବିମୁଦ୍ରାକରଣ ସମୟରେ ବିଦେଶରୁ କଳା ଟଙ୍କା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କେତେ ଟଙ୍କା ଫେରିଲା? ସେହି ହିସାବ ଦେଲା ପରେ ଯାଇ ସେ ଓଡ଼ିଶା ଗସ୍ତରେ ଆସନ୍ତୁ। ଆଗାମୀ ଦିନରେ ବିଜେପି ଓ କଂଗ୍ରେସ ଭିତରେ ପ୍ରବଳ ଲଢ଼େଇ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story