ଯେବେଠୁ ତୁମେ ମୁଖ୍ୟମନ୍ତ୍ରୀ ହୋଇଛ, ହାରାହାରି ଦୁଇ ହଜାର ଝିଅଙ୍କୁ ଦୁଷ୍କର୍ମ କରାଯାଇଛି: ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟର ସବୁଠି ପ୍ରତିବାଦର ସ୍ୱର  ଉଠୁଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି। ତେବେ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନବୀନ ନିବାସ ଯାଉଥିବା ଛାତ୍ର କଂଗ୍ରେସକୁ ପୁଲିସ୍‌ ଅଟକାଇଥିଲା। ଏହାପରେ ଶିଶୁଭବନ ଛକରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ୍‌ ଧସ୍ତାଧସ୍ତି ହୋଇଥିଲେ। ଏନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,“ ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି। […]

bbsr

bbsr

Jyoshna Pradhan
  • Published: Tuesday, 03 December 2019
  • Updated: 03 December 2019, 02:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟର ସବୁଠି ପ୍ରତିବାଦର ସ୍ୱର  ଉଠୁଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି। ତେବେ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନବୀନ ନିବାସ ଯାଉଥିବା ଛାତ୍ର କଂଗ୍ରେସକୁ ପୁଲିସ୍‌ ଅଟକାଇଥିଲା। ଏହାପରେ ଶିଶୁଭବନ ଛକରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ୍‌ ଧସ୍ତାଧସ୍ତି ହୋଇଥିଲେ।

ଏନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,“ ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି। ଯେଉଁ ନିମାପଡ଼ା ଝିଅକୁ ନେଇ ପୁରୀରେ ଦୁଷ୍କର୍ମ କରାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ନବୀନ ପଟ୍ଟନାୟକ ନିଜକୁ  ସଚ୍ଚୋଟ ଦେଖାଉଛନ୍ତି। ହେଲେ ଯେତେଦିନ ହେଲା ତୁମେ ମୁଖ୍ୟମନ୍ତ୍ରୀ ହୋଇଛ ହାରାହାରି ଦୁଇ ହଜାର ଝିଅକୁ ଦୁଷ୍କର୍ମ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story