ନାବାଳିକା ଗଣଦୁଷ୍କର୍ମ, ମାନବାଧିକାର କମିଶନଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବ୍ଲକର ଜଣେ ନାବାଳିକାକୁ କଟକରେ ୨୨ଦିନ ଧରି ବନ୍ଦୀ ରଖି ଗଣଦୁଷ୍କର୍ମ କରିବା ଘଟଣାରେ କଂଗ୍ରେସ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଭେଟି ପିଟିସନ୍ ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍ କେଉଁ ପରିସ୍ଥିତିରେ […]

nhrc

nhrc

Manoranjan Sial
  • Published: Thursday, 15 October 2020
  • Updated: 15 October 2020, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବ୍ଲକର ଜଣେ ନାବାଳିକାକୁ କଟକରେ ୨୨ଦିନ ଧରି ବନ୍ଦୀ ରଖି ଗଣଦୁଷ୍କର୍ମ କରିବା ଘଟଣାରେ କଂଗ୍ରେସ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଭେଟି ପିଟିସନ୍ ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍ କେଉଁ ପରିସ୍ଥିତିରେ କ’ଣ ପାଇଁ ଏଭଳି ଘଟଣା ଘଟିଲା ସେ ନେଇ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖ କରିବା ସହିତ ତୁରନ୍ତ ପୀଡ଼ିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ପୀଡ଼ିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ତାକୁ ମାଗଣା ଶିକ୍ଷା ଯୋଗାଇ ଦେବା ଏବଂ ତା’ର ପରିବାରକୁ ସାମାଜିକ ସୁରକ୍ଷାରେ କାର୍ଯ୍ୟକ୍ରମରେ ସାମିଲ ପାଇଁ ପିଟିସନରେ ଉଲ୍ଲେଖ କରାଯାଇଅଛି। ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story