ବିଜେପୁର ଉପନିର୍ବାଚନ ପାଇଁ କମିଟି ଗଢ଼ିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କ୍ଷମତାସୀନ ବିଜେଡି ଓ ବିରୋଧୀ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାବେଳେ ଦଳୀୟସ୍ତରରେ ମଧ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏପଟେ ବିଜେପୁରକୁ ନେଇ କଂଗ୍ରେସ ମଧ୍ୟ ତତ୍ପରତା ଦେଖାଇଛି । ବିଜେପୁରରେ କଂଗ୍ରେସ କାହାକୁ […]

congress-23199999

congress-23199999

Manoranjan Sial
  • Published: Wednesday, 07 August 2019
  • Updated: 07 August 2019, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କ୍ଷମତାସୀନ ବିଜେଡି ଓ ବିରୋଧୀ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାବେଳେ ଦଳୀୟସ୍ତରରେ ମଧ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏପଟେ ବିଜେପୁରକୁ ନେଇ କଂଗ୍ରେସ ମଧ୍ୟ ତତ୍ପରତା ଦେଖାଇଛି ।

ବିଜେପୁରରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୯ଜଣିଆ କମିଟି ଗଠନ ହୋଇଥିବା ଜଣାପଡ଼ିଛି। ଏହି କମିଟି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର ବୁଲି କର୍ମୀଙ୍କ ସହ ଆଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏକମାସ ମଧ୍ୟରେ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ନିଜର ପାରମ୍ପରିକ ହିଞ୍ଜିଳି ଆସନକୁ ହାତରେ ରଖି ଜୁନ୍ ୨ ତାରିଖରେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବିଜେପୁରରୁ ଶ୍ରୀ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ଏହି ନିର୍ବାଚନମଣ୍ଡଳୀ ଦାୟିତ୍ୱ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ୩୪ହଜାର ପକ୍କାଘର ସହ ୧୩୩୦କୋଟି ଟଙ୍କାର ପ୍ୟାକେଜ ଏବଂ ନିକଟରେ ବିଜେପୁରରେ ଏକ ଆଇଟିଆଇ ଖୋଲିବାକୁ ମଧ୍ୟ ମଞ୍ଜୁର କରିଛନ୍ତି। ବିଜେଡି ଏଠାରେ ନିଜର ପୂର୍ବତନ ବିଧାୟକ ରୀତା ସାହୁଙ୍କୁ ପୁଣି ପ୍ରାର୍ଥୀ କରିବାର ସମ୍ଭାବନା ଥିବାବେଳେ ଗତ ନିର୍ବାଚନବେଳେ ବିଜେପି ଛାଡ଼ି ବିଜେପିରେ ମିଶିଥିବା ସୁବାସ ଚୌହାନ ଏହି ଆସନ ପାଇଁ ଜୋରଦାର ଲବି କରୁଥିବା ଜଣାପଡ଼ିଛି।

ସେପଟେ ବିଜେପି ମଧ୍ୟ ବିଜେପୁର ନିର୍ବାଚନମଣ୍ଡଳୀରେ ନିଜର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story