ମୋଦିଙ୍କ ପୋଷ୍ଟର ଚିରିଲେ କଂଗ୍ରେସ କର୍ମୀ

Ordigital Desk
  • Published: Sunday, 08 April 2018
  • , Updated: 08 April 2018, 02:11 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ପୋଷ୍ଟର ହଟାଓ ଅଭିଯାନ।&nbsp; ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ଭୁବନେଶ୍ୱରର ଡେଲଟା ଛକ ପେଟ୍ରୋଲ ପମ୍ପରେ ପହଞ୍ଚି ଥିଲେ। ସେଠାରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରିଥିଲେ।</p> <p>ଏହି ଘଟଣାରେ ଯୁବ କଂଗ୍ରେସର କିଛି କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଆଗାମୀ ଦିନରେ ତୈଳ ଦର ହ୍ରାସ ନପାଇଲେ ଏହି ପୋଷ୍ଟର ଚିରା ଅଭିଯାନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।</p>

Related story