‘ମୁଁ ସଂଗରୋଧରେ ଅଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସଙ୍ଗରୋଧରେ ଅଛନ୍ତି କଂଗ୍ରେସର ଯୁବ ନେତ୍ରୀ ସ୍ମୃତିରେଖା ପହି। ଏନେଇ ସେ ନିଜେ ଘୋଷଣା କରିଛନ୍ତି। ନିଜ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୋର କରୋନା ଟେଷ୍ଟ ରିପୋର୍ଟ ଯଦିଓ ନେଗେଟିଭ ଆସିଛି, କିନ୍ତୁ ମୋର ଜଣେ ସହଯୋଗୀଙ୍କ ସହ ଏକା ସମୟରେ ସ୍ୱାବ ପରୀକ୍ଷା କରାଇଥିଲି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। https://www.facebook.com/womenscongress/posts/2477071825923195 ଏକା ସମୟରେ ମୋର ସହଯୋଗୀଙ୍କ ସହ ଯାଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଏକ ସପ୍ତାହ […]

nmop

nmop

Tapas Behera
  • Published: Tuesday, 06 October 2020
  • Updated: 06 October 2020, 04:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସଙ୍ଗରୋଧରେ ଅଛନ୍ତି କଂଗ୍ରେସର ଯୁବ ନେତ୍ରୀ ସ୍ମୃତିରେଖା ପହି। ଏନେଇ ସେ ନିଜେ ଘୋଷଣା କରିଛନ୍ତି। ନିଜ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୋର କରୋନା ଟେଷ୍ଟ ରିପୋର୍ଟ ଯଦିଓ ନେଗେଟିଭ ଆସିଛି, କିନ୍ତୁ ମୋର ଜଣେ ସହଯୋଗୀଙ୍କ ସହ ଏକା ସମୟରେ ସ୍ୱାବ ପରୀକ୍ଷା କରାଇଥିଲି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

https://www.facebook.com/womenscongress/posts/2477071825923195

ଏକା ସମୟରେ ମୋର ସହଯୋଗୀଙ୍କ ସହ ଯାଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଏକ ସପ୍ତାହ ସଂଗରୋଧରେ ରହୁଛି। ସପ୍ତାହକ ପରେ ଆଉ ଥରେ ସ୍ୱାବ ଟେଷ୍ଟ କଲା ପରେ ପୁନର୍ବାର ଡାକ୍ତରଙ୍କ ପରାମର୍ଶ ପରେ ଆଗାମୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ,  ଯାଜପୁର ଜିଲ୍ଲାରେ ଧର୍ମଶାଳାରେ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ପଛର ଷଡ଼ଯନ୍ତ୍ରକୁ ପଦାକୁ ବେଶ ଚର୍ଚ୍ଚାରେ ଥିଲେ ସ୍ମୃତି ରେଖା ପହି।

ଉକ୍ତ ଘାଇକୁ ଡିନାମାଇଟରେ ବିସ୍ଫୋରଣ କରି ଉଡ଼ାଇ  ଦିଆଯାଇଥିବା ଅଭିଯୋଗ ଆଣି ସ୍ଥାନୀୟ ବିଧାୟକ ଓ ସମ୍ପୃକ୍ତ ଅଧିକାରୀଙ୍କ ମୁଖା ଖୋଲି ଦେଇଥିଲେ ସ୍ମୃତିରେଖା।  ୨୦୧୯ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ହୋଇଥିବା ସ୍ମୃତିରେଖା  ହରିଦାସପୁର ପଞ୍ଚାୟତ ପିଇଓସ୍ମିତାରାଣୀ ବିଶ୍ୱାଳଙ୍କର ରହସ୍ୟଜନକ ମୃତ୍ୟୁକୁ ନେଇ ତୁମ୍ଭୀତୋଫାନ କରି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story