'ଇମ୍ଫା' ବିରୋଧରେ ଚାଲିଛି ଷଡ଼ଯନ୍ତ୍ର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କ’ଣ ତତ୍ପର ରାଜ୍ୟ ସରକାର? ଆଚରଣ ଓ ଉଚ୍ଚରଣକୁ ଦେଖିଲେ ଏହା ଆଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଆଣିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ୍‌ କରାଯାଉଥିବା ବେଳେ ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୋଧରେ ଷଡ଼ଯନ୍ତ୍ର ଚାଲିଛି।   ରାୟଗଡ଼ାରେ ଥିବା ଥେରୁବାଲି ଇମ୍ଫା କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର କାଳିଆପାଣିରେ ଇମ୍ଫା ଖଣି ବନ୍ଦ […]

imfa

imfa

Manoranjan Sial
  • Published: Tuesday, 06 November 2018
  • Updated: 06 November 2018, 08:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କ’ଣ ତତ୍ପର ରାଜ୍ୟ ସରକାର? ଆଚରଣ ଓ ଉଚ୍ଚରଣକୁ ଦେଖିଲେ ଏହା ଆଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଆଣିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ୍‌ କରାଯାଉଥିବା ବେଳେ ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୋଧରେ ଷଡ଼ଯନ୍ତ୍ର ଚାଲିଛି।
 
ରାୟଗଡ଼ାରେ ଥିବା ଥେରୁବାଲି ଇମ୍ଫା କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର କାଳିଆପାଣିରେ ଇମ୍ଫା ଖଣି ବନ୍ଦ ପାଇଁ ଚାଲିଛି ପ୍ରାୟୋଜିତ ଆନ୍ଦୋଳନ। ମହାଗିରି ଓ ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଫାଟକ ଆଗରେ ୬ ଦିନ ଧରି ଚାଲିଥିବା ଶ୍ରମିକ ଆନ୍ଦୋଳନ ପଛରେ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ଉଠିଛି।
 
ଶ୍ରମିକଙ୍କ ୮ ଦଫା ଦାବିରୁ ଅଧିକାଂଶକୁ ଇମ୍ଫା କର୍ତ୍ତୃପକ୍ଷ ମାନି ନେଇଥିବା ବେଳେ ଅବଶିଷ୍ଟ ଦାବି ସଂପର୍କରେ ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ଡାକୁଛନ୍ତି। ତେବେ ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘର ସଭାପତି ଥିବା ପ୍ରୀତିରଞ୍ଜନ ଘଡ଼େଇ ଆଲୋଚନା ଟେବୁଲକୁ ଆସୁନାହାନ୍ତି। ଆଜି ଏନେଇ ପୁଣି ଚିଠି ଲେଖିଛନ୍ତି ଇମ୍ଫା କର୍ତ୍ତୃପକ୍ଷ। ସେପଟେ ଗୋଟିଏ ଖଣିରେ ଅଘଟଣ ଘଟିଥିବା ବେଳେ ୨ଟି ଯାକ ଖଣି ବନ୍ଦ କରାଯାଇଛି।  
 
ସେପଟେ ସୁକିନ୍ଦା ଡିଡିଏମ୍‌ ପ୍ରଭାତ କୁମାର ଓଝା କହିଛନ୍ତି, ଆମ ଯାହା ଅନୁଧ୍ୟାନ କଲୁ କମ୍ପାନୀର ସମସ୍ତ ବ୍ୟବସ୍ଥା ଠିକ୍ ଅଛି। ଏହି ବିବାଦ ଶ୍ରମିକ ସଂଘ ଓ କମ୍ପାନୀ ଭିତରେ। ଆମେ ସେଥିରେ କାହିଁକି ପଶିବୁ?  
 
ତେବେ ଏହି ପ୍ରାୟୋଜିତ ଆନ୍ଦୋଳନକୁ ନେଇ ୧୬ ଶହ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ପୂର୍ବରୁ ଇମ୍ଫାର ଥେରୁବାଲି କାରଖାନା ବନ୍ଦ ପାଇଁ ଜିତୁ ଜାକାସିକାଙ୍କୁ ମୋହରା କରି ଚାଲିଥିବା ପ୍ରାୟୋଜିତ ଆନ୍ଦୋଳନ ପଦାରେ ପଡ଼ିଥିବା ବେଳେ ଏବେ ସୁକିନ୍ଦାରେ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଆନ୍ଦୋଳନ ପରିଚାଳନା କରୁଛନ୍ତି।  ତେବେ ସେ ପ୍ରତିକ୍ରିୟା ଦେବାକୁ ଧରାଛୁଆଁ ଦେଉନାହାନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story