ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ, ଡ୍ରାଇଭର ବହିଷ୍କୃତ

ରାଉରକେଲା(ପବନ ତିୱାରୀ): ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍‌ଷ୍ଟେବଳ ଓ ଡ୍ରାଇଭର ବହିଷ୍କୃତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା SRP ତ୍ରିନାଥ ପଟେଲ ବହିଷ୍କୃତ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ଝାରସୁଗୁଡ଼ା DSRP ଅଫିସରେ କାର୍ଯ୍ୟରତ କନ୍‌ଷ୍ଟେବଳ ଆଶ୍ରୀତ ପ୍ରଧାନ ଓ ଗାଡ଼ି ଚାଳକ ପୂର୍ଣ୍ଣଚନ୍ଦ୍ର ପାତ୍ର କାର୍ଯ୍ୟ କରନ୍ତି। ଅଗଷ୍ଟ ୨୯ ତାରିଖରେ ଉଭୟ DSRPଙ୍କ ଗାଡିରେ ଗଞ୍ଜେଇ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଉକ୍ତ ଗାଡ଼ିକୁ ରେଙ୍ଗାଲି ଥାନା ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ […]

rail

rail

Manoranjan Sial
  • Published: Sunday, 06 September 2020
  • Updated: 06 September 2020, 08:20 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍‌ଷ୍ଟେବଳ ଓ ଡ୍ରାଇଭର ବହିଷ୍କୃତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା SRP ତ୍ରିନାଥ ପଟେଲ ବହିଷ୍କୃତ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ଝାରସୁଗୁଡ଼ା DSRP ଅଫିସରେ କାର୍ଯ୍ୟରତ କନ୍‌ଷ୍ଟେବଳ ଆଶ୍ରୀତ ପ୍ରଧାନ ଓ ଗାଡ଼ି ଚାଳକ ପୂର୍ଣ୍ଣଚନ୍ଦ୍ର ପାତ୍ର କାର୍ଯ୍ୟ କରନ୍ତି। ଅଗଷ୍ଟ ୨୯ ତାରିଖରେ ଉଭୟ DSRPଙ୍କ ଗାଡିରେ ଗଞ୍ଜେଇ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଉକ୍ତ ଗାଡ଼ିକୁ ରେଙ୍ଗାଲି ଥାନା ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୨୧ କେଜି ଗଞ୍ଜେଇ ବାହାରିଥିଲା। ଏହା ପରେ ପୁଲିସ ଆଶ୍ରୀତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି SRP ରାଉରକେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story