ମହିମାଙ୍କ ସୁରକ୍ଷା ଦାୟିତ୍ୱ ଥିବା କନ୍‌ଷ୍ଟେବଳ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ଧନଞ୍ଜୟ ଦତ୍ତ ଗିରଫ। ଭୁବନେଶ୍ୱର ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କଠାରୁ ପୋଲିସ ୨୦ ରାଉଣ୍ଡ ଗୁଳି ଜବତ କରିଛି। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାନଙ୍କ ସମ୍ପର୍କୀୟଙ୍କ ସହିତ ଦିଲ୍ଲୀ ଯାଉଥିବା ବେଳେ ଧରାପଡ଼ିଲେ। ମହିମା ମିଶ୍ର ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ଜିଏମ୍‌ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ […]

mahima

mahima

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 10:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ଧନଞ୍ଜୟ ଦତ୍ତ ଗିରଫ। ଭୁବନେଶ୍ୱର ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କଠାରୁ ପୋଲିସ ୨୦ ରାଉଣ୍ଡ ଗୁଳି ଜବତ କରିଛି। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାନଙ୍କ ସମ୍ପର୍କୀୟଙ୍କ ସହିତ ଦିଲ୍ଲୀ ଯାଉଥିବା ବେଳେ ଧରାପଡ଼ିଲେ। ମହିମା ମିଶ୍ର ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।

୨୦୧୬ ଅକ୍ଟୋବର ୨୬ ତାରିଖରେ ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ଜିଏମ୍‌ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ପୋଲିସ ମାମଲା ରୁଜୁ କରି ଶିଳ୍ପପତି ମହିମା ମିଶ୍ରଙ୍କୁ ଥାଇଲାଣ୍ଡରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story