ହାଇଦରକୁ ଜଗୁଥିବା ପୁଲିସ ବୁକ୍‌ କରିଥିଲେ ହୋଟେଲ୍‌!

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଜଗୁଥିବା ପୁଲିସ କର୍ମଚାରୀ ରହୁଥିଲେ ହୋଟେଲ୍‌ରେ। ହାଇଦର ଫେରାର ଦିନ ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ୍‌ ମହମ୍ମଦ ମୌସିମ ହିଁ ବୁକ୍‌ କରିଥିଲେ ହୋଟେଲ୍‌। ଗତ ୨୩ ତାରିଖରେ କଟକ ଚଣ୍ଡି ରୋଡ୍‌ରେ ଥିବା ଅହଲ୍ୟା ହୋଟେଲ୍‌ର ରୁମ୍‌ ନମ୍ୱର ୨୦୧ ଓ ୧୧୦କୁ ବୁକ୍‌ କରିଥିଲେ ମହମ୍ମଦ ମୌସିମ। ତା’ପର ଦିନ ୨୦୧ ରୁମ୍‌ଟିକୁ ଛାଡ଼ି ଦେଇଥିଲେ। ୧୧୦ ରୁମ୍‌ରେ ଆଜି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ରହୁଛନ୍ତି। ରହିଲା ବେଳେ […]

hyder

hyder

Manoranjan Sial
  • Published: Tuesday, 13 April 2021
  • Updated: 13 April 2021, 08:55 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଜଗୁଥିବା ପୁଲିସ କର୍ମଚାରୀ ରହୁଥିଲେ ହୋଟେଲ୍‌ରେ। ହାଇଦର ଫେରାର ଦିନ ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ୍‌ ମହମ୍ମଦ ମୌସିମ ହିଁ ବୁକ୍‌ କରିଥିଲେ ହୋଟେଲ୍‌। ଗତ ୨୩ ତାରିଖରେ କଟକ ଚଣ୍ଡି ରୋଡ୍‌ରେ ଥିବା ଅହଲ୍ୟା ହୋଟେଲ୍‌ର ରୁମ୍‌ ନମ୍ୱର ୨୦୧ ଓ ୧୧୦କୁ ବୁକ୍‌ କରିଥିଲେ ମହମ୍ମଦ ମୌସିମ। ତା’ପର ଦିନ ୨୦୧ ରୁମ୍‌ଟିକୁ ଛାଡ଼ି ଦେଇଥିଲେ। ୧୧୦ ରୁମ୍‌ରେ ଆଜି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ରହୁଛନ୍ତି। ରହିଲା ବେଳେ ସେମାନେ ନିଜକୁ ପୁଲିସ କହିଥିଲେ ବୋଲି ହୋଟେଲ୍‌ କର୍ମଚାରୀ କହିଛନ୍ତି। ଏଠାରେ ୬ ଜଣ ପୁଲିସ କର୍ମଚାରୀ ରହୁଥିବା ଜଣାପଡ଼ିଛି।

ଗତ ଶନିବାର ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଥିଲା ଗ୍ୟାଙ୍ଗଷ୍ଟର ହାଇଦର। ଏନେଇ ଖବର ପ୍ରକାଶ ପାଇବା ପରେ ସୀମାକୁ ନାକାବନ୍ଦୀ କରି ଯାଞ୍ଚକୁ କଡ଼ାକଡ଼ି କରିଛି ପୁଲିସ। ହେଲେ ହାଇଦର ପତ୍ତା ପାଉନି। ସେପଟେ ଏହି ମାମଲାରେ ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି।

୧୭ ଦିନ ଧରି ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ ହାଇଦର। ସେହି ସମୟରେ ସେ ତିଆରି କରିଥିଲା ଷଡଯନ୍ତ୍ର। ଆଉ ତା’ପରେ ସେହି ଆଧାରରେ ଖସିବାରେ ସକ୍ଷମ ହୋଇଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦର। ମାର୍ଚ୍ଚ ୨୩ ତାରିଖରେ ସମ୍ୱଲପୁର ବୁର୍ଲାରୁ ଆସି ଏସ୍‌ସିବିରେ ଭର୍ତ୍ତି ହୋଇଥିଲା ହାଇଦର। ଏଥିପାଇଁ ହାଇଦର ମାଗିଥିଲା କ୍ୟାବିନ। ଆଉ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସୁପାରିଶ କରିଥିଲେ। ହାଇଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ତତ୍‌କ୍ଷଣାତ କ୍ୟାବିନ ଦେଇଥିଲେ ମେଡ଼ିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।

ସେ କହିଛନ୍ତି, ହାଇଦରର ଡାଇବେଟିସ ନିୟନ୍ତ୍ରଣକୁ ଆସିଥିଲେ ତା’ର ହାଇଡ୍ରୋସିଲ୍‌ ଅପରେସନ ହୋଇଥାନ୍ତା। ତା’ସହ ସ୍ୱୀକାର କରିଛନ୍ତି ଯେ, ହାଇଦରର ଏସ୍‌ସିବିରେ ଭର୍ତ୍ତି ହେବା ନେଇ ପୁଲିସକୁ କୁହାଯାଇନଥିଲା। ନିଖୋଜ ପରେ ଯାଇ ଅବଗତ କରାଯାଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ହାଇଦର ଥରେ କି ଦୁଇ ଥର ନୁହେଁ ବାରମ୍ୱାର ଏସ୍‌ସିବି ଆସୁଥିଲା। ଚଳିତବର୍ଷ ସେ ଜାନୁୟାରୀ ୧୯, ଫେବ୍ରୁଆରୀ ୨୩ ଓ ମାର୍ଚ୍ଚ ୨୩ରେ ଏସ୍‌ସିବି ଆସିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବୁର୍ଲା ମେଡ଼ିକାଲ୍‌ରେ କଣ ହାଇଡ୍ରୋସିଲ୍‌ ଚିକିତ୍ସା ସୁବିଧା ନାହିଁ? ଯଦି ଅଛି, ତାହାହେଲେ ହାଇଦର ଏସ୍‌ସିବି କାହିଁକି ବାରମ୍ୱାର ଆସୁଥିଲା?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story