ସ୍କୁଲ୍ ଫି ବିଜ୍ଞପ୍ତି ପରେ ଆରମ୍ଭ ହେଲାଣି ବିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ୍  ଫି ବିଜ୍ଞପ୍ତି ପରେ ଆରମ୍ଭ ହେଲାଣି ବିବାଦ।  କିଛି ସ୍କୁଲ୍ ଏହାକୁ ଗ୍ରହଣ କରିନଥିବା ବେଳେ ଆଉ କିଛି ଘରୋଇ ସ୍କୁଲ୍ ଆଇନ୍ ର ଦ୍ୱାରସ୍ଥ ହେବା ଲାଗି ଅଣ୍ଟା ଭିଡ଼ିଲେଣି । ସେମାନଙ୍କର ଯୁକ୍ତି ହେଲା ମୁଖ୍ୟମନ୍ତ୍ରୀ ମହାମାରୀ ସମୟରେ ଯେତେବେଳେ ସ୍କୁଲ୍  ଫି କୋହଳକୁ ନେଇ ଅନୁରୋଧ କରିଥିଲେ, ସେସମୟରେ ସେମାନେ ଫି ବୃଦ୍ଧି କରିନଥିଲେ । ପୂର୍ବ ବର୍ଷର ଫି ଆଧାରରେ ଏଥର […]

SCHOOL

SCHOOL

Tapas Behera
  • Published: Wednesday, 20 January 2021
  • Updated: 20 January 2021, 07:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ୍  ଫି ବିଜ୍ଞପ୍ତି ପରେ ଆରମ୍ଭ ହେଲାଣି ବିବାଦ।  କିଛି ସ୍କୁଲ୍ ଏହାକୁ ଗ୍ରହଣ କରିନଥିବା ବେଳେ ଆଉ କିଛି ଘରୋଇ ସ୍କୁଲ୍ ଆଇନ୍ ର ଦ୍ୱାରସ୍ଥ ହେବା ଲାଗି ଅଣ୍ଟା ଭିଡ଼ିଲେଣି । ସେମାନଙ୍କର ଯୁକ୍ତି ହେଲା ମୁଖ୍ୟମନ୍ତ୍ରୀ ମହାମାରୀ ସମୟରେ ଯେତେବେଳେ ସ୍କୁଲ୍  ଫି କୋହଳକୁ ନେଇ ଅନୁରୋଧ କରିଥିଲେ, ସେସମୟରେ ସେମାନେ ଫି ବୃଦ୍ଧି କରିନଥିଲେ । ପୂର୍ବ ବର୍ଷର ଫି ଆଧାରରେ ଏଥର ଫି ଆଦାୟ ହେଉଛି ।

ତେବେ ସବୁ ସ୍କୁଲରେ ବଜେଟ୍ ଭିନ୍ନ ଭିନ୍ନ ଓ ଫି ସ୍ଲାବ୍  ମଧ୍ୟ ଭିନ୍ନ କିନ୍ତୁ କୌଣସି ଆଲୋଚନା ନକରି ଏଭଳି ଫ୍ଲାଟ୍  ଡିସ୍‌କାଉଣ୍ଟ ଭଳି ନିଷ୍ପତ୍ତି ନେବା ସ୍କୁଲ୍  ଗୁଡିକ ପାଇଁ ଶୁଭଙ୍କର ନୁହେଁ । ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ସବୁ ସ୍କୁଲ୍ ମାନିବାକୁ ବାଧ୍ୟ।  ଅଭିଭାବକଙ୍କୁ ଏହାଦ୍ୱାରା ଆଶ୍ୱସ୍ତି ମିଳିବା ସହ  ଘରୋଇ ସ୍କୁଲ ଗୁଡ଼ିକର ମନମାନି କମିବ ବୋଲି ଅଭିଭାବକ ସଂଘ କହିଛି।

ସେପଟେ ଗଣଶିକ୍ଷା ବିଭାଗ ସଚିବଙ୍କ ଉପସ୍ଥିତିରେ ଓଡିଶା ପବ୍ଲିକ ସ୍କୁଲ୍  ସଂଘ, ଅଭିଭାବକ ସଂଘ ଓ ଘରୋଇ ସ୍କୁଲ୍  ଶିକ୍ଷକ ସଂଘ ଭିତରେ ଯେଉଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ତାରି ଆଧାରରେ ଗାଇଡ ଲାଇନ୍  ଜାରି ହୋଇଛି । କେବଳ ଟ୍ୟୁସନ୍  ଫି ଛଡା ଅନ୍ୟ କୌଣସି ଫି ଆଦାୟ ହୋଇପାରିବ ନାହିଁ। ୭ଟି ସ୍ଲାବ୍‌ରେ ୭.୫ ପ୍ରତିଶତରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ୍ ଫି ଛାଡ କରିବା ଲାଗି ସ୍ଲାବ୍ ପ୍ରସ୍ତୁତି ହୋଇଛି । କୌଣସି ସ୍କୁଲ୍ ଫି ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି ବାବଦକୁ ୩୦ ପ୍ରତିଶତ ଛାଡ଼ ହେବ । ଏପ୍ରିଲ୍ ପହିଲା ୨୦୨୦ରୁ କ୍ଲାସ୍  ରୁମ୍  ଶିକ୍ଷା ଆରମ୍ଭ ଯାଏଁ ଛାତ୍ରଛାତ୍ରୀଙ୍କୁ ଏହି ରିହାତି ମିଳିବ । ଯାହାକୁ ନେଇ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

ମହାମାରୀ ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । ଏହି ସମୟରେ ଘରୋଇ ସ୍କୁଲ ଗୁଡିକର ମୋଟା ଅଙ୍କର ଫି ଅଭିଭାବକଙ୍କ ବୋଝ ଦୁଇଗୁଣିତ କରିଛି । ସେପଟେ ଅସନ୍ତୁଷ୍ଟ ଘରୋଇ ସ୍କୁଲ୍ ଆଇନ୍‌ର ଦ୍ୱାରସ୍ଥ ହେଲେ ଘଟଣାର ପରବର୍ତ୍ତୀ ଦିଗ କଣ ହେବ ତାହା ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story