ବିଷ ବେପାରର ଚେର ଖୋଜୁଛି ପୁଲିସ

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଆଉ ଏକ ବେଆଇନ ଗୁଟଖା ଫ୍ୟାକ୍‌ଟ୍ରି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଠାବ କରିଛି । ବଡ଼ବଜାର ଥାନା ନିକଟସ୍ଥ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଘରର ଉପର ମହଲାରେ ଚାଲିଥିବା ଏହି ଗୁଟଖା ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରି ସେଠାରୁ ୧୧୦ବସ୍ତା ଗୁଟଖା, ପାନମସଲା ସହ ବହୁ ସରଞ୍ଜାମ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହ ଭିତରେ ବ୍ରହ୍ମପୁର ସଦର ଓ ବଡ଼ବଜାର ଥାନା ଇଲାକାରେ ୭ଟି ସ୍ଥାନରେ ଚଢ଼ାଉ […]

c-98

c-98

Tapas Behera
  • Published: Thursday, 08 August 2019
  • Updated: 08 August 2019, 04:42 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଆଉ ଏକ ବେଆଇନ ଗୁଟଖା ଫ୍ୟାକ୍‌ଟ୍ରି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଠାବ କରିଛି । ବଡ଼ବଜାର ଥାନା ନିକଟସ୍ଥ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଘରର ଉପର ମହଲାରେ ଚାଲିଥିବା ଏହି ଗୁଟଖା ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରି ସେଠାରୁ ୧୧୦ବସ୍ତା ଗୁଟଖା, ପାନମସଲା ସହ ବହୁ ସରଞ୍ଜାମ ଜବତ କରିଛି।

ଏଥିସହ ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହ ଭିତରେ ବ୍ରହ୍ମପୁର ସଦର ଓ ବଡ଼ବଜାର ଥାନା ଇଲାକାରେ ୭ଟି ସ୍ଥାନରେ ଚଢ଼ାଉ କରି ୧୨ରୁ ଊର୍ଦ୍ଧ୍ୱଙ୍କୁ ଗିରଫ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ, କେନ୍ଦ୍ରୀୟ ଏକ୍‌ସାଇଜ୍‌ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଏଭଳି ବିଷ କାରବାର ସହରରେ ବଢ଼ିବାକୁ ଲାଗିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଏହାର ଉପକଣ୍ଠ ଇଲାକାରେ ଏଭଳି ଗୁଟ୍‌କା ଫ୍ୟାକ୍‌ଟ୍ରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି।

ଗତ ୩ ତାରିଖରେ ଗଣପତି ନଗର ଓ ଆଜି ପାଣିଗ୍ରାହୀ ପେଣ୍ଠ ସାହି ଇଲାକାରେ ଚଢ଼ାଉ ବେଳେ ଯାହା ସବୁ ଦେଖିବାକୁ ମିଳିଥିଲା ତାକୁ ନେଇ ପୁଲିସ ତାଜୁବ୍‌ ହୋଇଯାଇଥିଲା। ଖାଲି ଫ୍ୟାକ୍‌ଟ୍ରିକୁ ଖୋଜିବାକୁ ବହୁତ କସରତ କରିବାକୁ ପଡ଼ିଥିଲା। କାରଣ ଫ୍ୟାକ୍‌ଟ୍ରି  ବାହାରକୁ ଦେଖିଲେ ଠିକ୍‌ ଲୋକେ ରହୁଥିବା ଘର ଭଳି। କିନ୍ତୁ ଘର ଭିତରେ ମେସିନ୍‌ ଲାଗି କରାଯାଉଛି ପ୍ୟାକିଂ।

ଭଳି କି ଭଳି କମ୍ପାନୀର ଗୁଟଖା। ଅର୍ଥାତ ଅରଜିନାଲ କମ୍ପାନୀର  ଡୁପ୍ଲିକେଟ ଭର୍ସନ। ଏଥିସହ ସହର ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଆସୁଛି ଏହି ମାଦକ ଦ୍ରବ୍ୟ। ଏଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଛି । ୨୦୧୩ରେ ସମସ୍ତ ପ୍ରକାର ଗୁଟ୍‌ଖା ବ୍ୟାନ୍‌ ନେଇ କେନ୍ଦ୍ର ସରକାର ନୋଟିସ୍‌ ଜାରି କରିବା ପରେ ସବୁଠି  ଗୁଟ୍କା  ବିକ୍ରି ଓ ପ୍ରସ୍ତୁତିକୁ ବନ୍ଦ କରାଯାଇଥିଲା। ଏହା ପରେ ସ୍ୱାସ୍ଥ୍ୟ, କେନ୍ଦ୍ରୀୟ ଏକ୍ସସାଇଜ  ଓ ପୁଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଫ୍ୟାକ୍‌ଟ୍ରି ବନ୍ଦ କରାଯାଇଥିଲା।

ବ୍ରହ୍ମପୁରରେ ୨୦୧୬ରେ ପୋଲିସ ବଡ଼ବଜାର ଓ ସଦର ଥାନା ଇଲାକାରୁ ୨୦ରୁ ଊର୍ଦ୍ଧ୍ୱ ଗୁଟ୍‌କା  ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରି ବଡ଼ ବଡ଼ ଲୋକଙ୍କୁ ଗିରଫ କରି ବେପାର ବନ୍ଦ କରିଥିବା ବେଳେ ଏବେ ପୁଣି ଥରେ ଏହି ଫ୍ୟାକ୍‌ଟ୍ରି ଖୋଲିଛି। ଅନ୍ୟପଟେ ଏଭଳି ଲୋକଦେଖାଣିଆ ଚଢ଼ାଉକୁ ବୁଦ୍ଧିଜୀବୀ ବିରୋଧ କରୁଛନ୍ତି। ସହରର ବଡ଼ବଜାର ଓ ସଦର ଥାନା ଇଲାକା ନକକଲି ଗୁଟ୍‌ଖାର ପେଣ୍ଠସ୍ଥଳି ପାଲଟିଛି।

ପ୍ରତିଥର ଚଢ଼ାଉରେ ଏଭଳି ଗୁଟଖା କମ୍ପାନୀକୁ ଚିହ୍ନଟ କରୁଛି ପୋଲିସ। ପରେ ପୁଣି ଥରେ ଚୁପ୍‌ ହୋଇ ବସିଥିବାରୁ ଏଭଳି ଗୁଟଖା କମ୍ପାନୀ ଖୋଲୁଛି। ଏବେ ଏହି ଗୁଟଖା ତିଆରି ସାମଗ୍ରୀ କେଉଁଠୁ ଆସୁଛି ତା’ର ଖୋଳତାଡ଼ କରୁଛି ପୁଲିସ। ସେଗୁଡ଼ିକ ଆଣି ଏଠାରେ ସପ୍ଲାଇ କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆଗକୁ ସେଣ୍ଟ୍ରାଲ ଏକ୍‌ସାଇଜ୍‌ ଓ ସ୍ୱାସ୍ଥ୍ୟ ବିଭାଗକୁ ବି ଏନେଇ ଆଲୋଚନା କରି ସବୁ ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story