ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଚିକିତ୍ସା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଦୈନିକ ଭତ୍ତା ଘୋଷଣା କରିଛନ୍ତି। କରୋନା ମୁକାବିଲା ଓ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଖାଦ୍ୟ ଭତ୍ତା ବାବଦରେ ପୂର୍ବରୁ ୨୪୦ଟଙ୍କା ଘୋଷଣା କରିଥିବା ରାଜ୍ୟ ସରକାର ଆଜି ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲାବ୍ରୋଟୋରୀ ଟେକନିସିଆନ୍ ଓ ଚତୁର୍ଥ […]

doctor

doctor

Manoranjan Sial
  • Published: Monday, 20 July 2020
  • Updated: 20 July 2020, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଚିକିତ୍ସା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଦୈନିକ ଭତ୍ତା ଘୋଷଣା କରିଛନ୍ତି। କରୋନା ମୁକାବିଲା ଓ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଖାଦ୍ୟ ଭତ୍ତା ବାବଦରେ ପୂର୍ବରୁ ୨୪୦ଟଙ୍କା ଘୋଷଣା କରିଥିବା ରାଜ୍ୟ ସରକାର ଆଜି ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲାବ୍ରୋଟୋରୀ ଟେକନିସିଆନ୍ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିମନ୍ତେ ଦୈନିକ ୨୦୦ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ଘୋଷଣା କରିଛନ୍ତି। ଏହି ଭତ୍ତାବାବଦ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭରଣା କରାଯିବ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ, କୋଭିଡ୍ ହେଲ୍‌ଥ ସେଣ୍ଟର ଓ କୋଭିଡ୍ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବୃଦ୍ଧି ନିମନ୍ତେ ପ୍ରୋତ୍ସାହନ ଭତ୍ତା ଘୋଷଣା କରିଛନ୍ତି। ଏହି ଭତ୍ତା କେବଳ କୋଭିଡ୍ ଚିକିତ୍ସା ସହ ଜଡିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ। ଡାକ୍ତରଙ୍କୁ ଦୈନିକ ୧୦୦୦ଟଙ୍କା, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର ଓ ଲାବ୍ରୋଟୋରୀ ଟେକ୍ନିସିଆନଙ୍କ ପାଇଁ ୫୦୦ଟଙ୍କା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ଟଙ୍କାର ଭତ୍ତା ମିଳିବ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେତିକି ଦିନ ପାଇଁ ଏହି ସ୍ୱତନ୍ତ୍ର ଭତ୍ତା ମିଳିବ ଯେତିକିଦିନ ସେମାନେ କରୋନା ଚିକିତ୍ସା ସହ ସକ୍ରିୟ ଭାବେ ଜଡ଼ିତ ରହିବେ।

ସୂଚନାଯୋଗ୍ୟ, ଗତ ୩ଦିନ ପୂର୍ବରୁ ରାଜ୍ୟ ସରକାର କୋଭିଡ୍ ମୁକାବିଲା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀଙ୍କ ପାଇଁ ମଧ୍ୟ ପ୍ରୋତ୍ସାହନ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story