ମଇଦାନ ଛାଡ଼ି ପେଟ୍ରୋଲ ପମ୍ପରେ ଖଟୁଛନ୍ତି ଗୁଡ୍ଡି... ମାରାଥନ ଧାବକ ପାଲଟିଲେ ଡେଲିଭରୀ ବୟ

ବୀରମିତ୍ରପୁର/ମାଲକାନଗିରି(ରାକେଶ/ଜିତେନ୍ଦ୍ର): ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଆଣିବେ। ସେହି ଆଶା ନେଇ ଖେଳ ଆରମ୍ଭ କରିଥିଲେ। ଆଉ ଓଡ଼ିଶା ପାଇଁ ଗୌରବ ଆଣିଲେ। କିନ୍ତୁ ଏତିକିରେ ଥକି ପଡ଼ିନଥିଲେ। ଆଗକୁ ବଢ଼ି ଚାଲିଲେ। ହେଲେ ହଠାତ୍‌ ନିଜର ପ୍ରିୟ ଖେଳରେ ବ୍ରେକ୍‌ ଲଗାଇ ଦେଲା ନିଆଁଲଗା କରୋନା। ଅଟକିଗଲା ସେମାନଙ୍କ ଗତିପଥ। ଆମେ କହୁଛୁ ଓଡ଼ିଶାର ଦୁଇ ଉଦୀୟମାନ କ୍ରୀଡ଼ାବିତ୍ ଗୁଡ୍ଡି ତିର୍କୀ ଓ ଦିବାନା ଗୁଗଲାତ। କରୋନାର ଜାଲରେ ଛନ୍ଦି ହୋଇ ଗୁଡ୍ଡି […]

two-player

two-player

Manoranjan Sial
  • Published: Thursday, 10 June 2021
  • Updated: 10 June 2021, 09:47 PM IST

Sports

Latest News

ବୀରମିତ୍ରପୁର/ମାଲକାନଗିରି(ରାକେଶ/ଜିତେନ୍ଦ୍ର): ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଆଣିବେ। ସେହି ଆଶା ନେଇ ଖେଳ ଆରମ୍ଭ କରିଥିଲେ। ଆଉ ଓଡ଼ିଶା ପାଇଁ ଗୌରବ ଆଣିଲେ। କିନ୍ତୁ ଏତିକିରେ ଥକି ପଡ଼ିନଥିଲେ। ଆଗକୁ ବଢ଼ି ଚାଲିଲେ। ହେଲେ ହଠାତ୍‌ ନିଜର ପ୍ରିୟ ଖେଳରେ ବ୍ରେକ୍‌ ଲଗାଇ ଦେଲା ନିଆଁଲଗା କରୋନା। ଅଟକିଗଲା ସେମାନଙ୍କ ଗତିପଥ। ଆମେ କହୁଛୁ ଓଡ଼ିଶାର ଦୁଇ ଉଦୀୟମାନ କ୍ରୀଡ଼ାବିତ୍ ଗୁଡ୍ଡି ତିର୍କୀ ଓ ଦିବାନା ଗୁଗଲାତ। କରୋନାର ଜାଲରେ ଛନ୍ଦି ହୋଇ ଗୁଡ୍ଡି ବନିଗଲେ ପେଟ୍ରୋଲ ପମ୍ପ କର୍ମଚାରୀ। ଆଉ ଦିବାନା ହୋଇଗଲେ ଡେଲିଭରୀ ବୟ।

ପୂରା ଘଟଣାଟି ଏମିତି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରେ ଝାଟିମାଟି ଘରେ ବାସ କରନ୍ତି ଜାତୀୟ ସ୍ତରର ଫୁଟବଲ ଖେଳାଳି ଗୁଡ୍ଡି ତିର୍କୀ। ୨୦୧୬ ମସିହାରେ ମଧ୍ୟପ୍ରଦେଶ ଜବଲପୁରରେ ସେ ଦେଖାଇଥିଲେ କମାଲ୍‌। ସର୍ବଭାରତୀୟ ଫୁଟବଲ ଚାମ୍ପିୟନଶିପ୍‌ରେ ଭାଗନେଇ ତୃତୀୟ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ସର୍ବଭାରତୀୟ ଫୁଟବଲ ଚାମ୍ପିୟନଶିପ୍‌ ଜିତିବା ପରେ ନିଜ ନୂଆଣିଆ ଝାଟିମାଟି କୁଡିଆରେ କେତେ କଣ ସ୍ୱପ୍ନ ଦେଖିଥିଲେ ଗୁଡ୍ଡି। ହେଲେ ସେ ଦେଖିଥିବା ସ୍ୱପ୍ନରେ ଲାଗିଲା ଅଦୃଶ୍ୟ ଭୂତାଣୁର ନଜର। କରୋନା ଲକ୍‌ଡାଉନ୍‌ରେ ସବୁକିଛି ଠପ୍‌ ହୋଇଗଲା। ଗୁଡ୍ଡିଙ୍କ ବାପାଙ୍କର ଛୋଟ ଦୋକାନ ବନ୍ଦ ହୋଇଗଲା। ଆର୍ଥିକ ସଂକଟ ଦେଇ ଗତି କଲା ପୂରା ପରିବାର। ଏଭଳି ସ୍ଥିତିରେ ରୋଜଗାରର ପନ୍ଥା ଖୋଜିଲେ ଗୁଡ୍ଡି। କିଛି ଉପାୟ ନପାଇ ଶେଷରେ ପେଟ୍ରୋଲ ପମ୍ପରେ ଅଳ୍ପ କିଛି ପାରିଶ୍ରମିକରେ ଚାକିରି କଲେ। ଆଉ ସେଥିରେ ଚଳିଲା ପୂରା ପରିବାର।

ଗୁଡ୍ଡିଙ୍କ ପାଖରେ ଏବେ ରହିଛି ମାଳ ମାଳ ସାର୍ଟିଫିକେଟ୍। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ୍‌ (ଏଆଇଏଫଏଫ୍‌)ର ମାନ୍ୟତା ମଧ୍ୟ ତାଙ୍କୁ ମିଳିଛି। ଏହାକୁ ଦେଖି ଚଳିତବର୍ଷ ପୁଲିସ ବିଭାଗରେ ଗ୍ରୁପ୍‌ ବି କିମ୍ବା ସି’ ରେ ନିଯୁକ୍ତି ପାଇଁ ଗୁଡ୍ଡିଙ୍କ ପାଖକୁ କଟକ ପୁଲିସ ମୁଖ୍ୟାଳୟରୁ ଚିଠି ଆସିଥିଲା। ସାର୍ଟିଫିକେଟ୍‌ ଭେରିଫିକେସନ୍ ପରେ ଚାକିରି ମିଳିବ ବୋଲି ଆଶା ଦିଆଯାଇଥିଲା। ହେଲେ କୌଣସି ସୂଚନା ମିଳିନଥିବାରୁ ଗୁଡ୍ଡି ଏବେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି।

ଏ ନେଇ ଗୁଡ୍ଡି ତିର୍କୀ କହିଛନ୍ତି- “ଲକ୍‌ଡାଉନ ବେଳେ ସବୁ ବନ୍ଦ ହୋଇଗଲା। ବାପାଙ୍କ ଦୋକାନ ମଧ୍ୟ ବନ୍ଦ ହୋଇଗଲା। ଚଳିବାରେ ବହୁ ଅସୁବିଧା ହେଲା। ତେଣୁ କଣ କରିବି ବୋଲି ଭାବିଲି। ଶେଷରେ ପେଟ୍ରୋଲ ପମ୍ପ ମାଲିକଙ୍କ ସହିତ କଥା ହେଲି। ସେ ଚାକିରି ଦେବାରୁ ଏଠାରେ କାମ କରୁଛି।”

ମହାମାରୀ କରୋନା ବେଳେ କେବଳ ଗୁଡ୍ଡିଙ୍କ ଜୀବନ ରେଖା ବଦଳି ଯାଇନି। ମାଲକାନଗିରିର ରାଜ୍ୟସ୍ତରୀୟ ମାରାଥନ ଧାବକ ଦିବାନା ଗୁଗଲାତଙ୍କ ପରିଚୟ ମଧ୍ୟ ବଦଳିଯାଇଛି। ରେଡି-ଷ୍ଟେଡି-ଗୋ କମାଣ୍ଡରେ ଯିଏ ଦିନେ ମାରାଥନ୍ ଦୌଡ଼ୁ ଥିଲେ, ଏବେ ସେ ଘର ଘର ବୁଲି ପାର୍ସଲ ପହଞ୍ଚାଉଛନ୍ତି। ପାଖରେ ଆର୍ଥିକ ସମ୍ବଳ ନଥିବାରୁ ନିଜର ପୁରୁଣା ସାଇକେଲକୁ ମରାମତି ଡେଲିଭରୀ ଦେଉଛନ୍ତି। ଦିବାନା ଯାହା ରୋଜଗାର କରୁଛନ୍ତି ସେଥିରେ ଜଳୁଛି ଚୁଲି। ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗିତାରେ ଭାଗନେଇ ସେ ପାଇଥିବା ଗଣ୍ଡାଗଣ୍ଡା ସାର୍ଟିଫିକେଟ ଓ ସିଲ୍ ଏବେ ତାଙ୍କ ଭଙ୍ଗା ଦଦରା ଘରେ କେବଳ ଶୋଭା ବଢାଉଛି। ତଥାପି ଭବିଷ୍ୟତର ଆଶା ନେଇ ଅଭ୍ୟାସ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story