ରାଜଧାନୀରେ କରୋନା ବୃଦ୍ଧି: ୯ ବରିଷ୍ଠ ଓଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଆଜି ୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଭୁବନେଶ୍ୱର ମହାନଗର ନିଗମର କୋଭିଡ୍ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ-୧୯ ସଂକ୍ରମଣ ମାମଲାକୁ ନିୟନ୍ତ୍ରଣ ନିମନ୍ତେ ବିଏମସିକୁ ସହଯୋଗ ପାଇଁ ଏହି ୯ଜଣ ଓଏଏସ ଅଫିସରଙ୍କୁ ମୁତୟନ କରାଯାଇଛି। ଏହି ଅଫିସରମାନଙ୍କୁ […]

BMC-000

BMC-000

Manoranjan Sial
  • Published: Wednesday, 09 September 2020
  • Updated: 09 September 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଆଜି ୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଭୁବନେଶ୍ୱର ମହାନଗର ନିଗମର କୋଭିଡ୍ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ-୧୯ ସଂକ୍ରମଣ ମାମଲାକୁ ନିୟନ୍ତ୍ରଣ ନିମନ୍ତେ ବିଏମସିକୁ ସହଯୋଗ ପାଇଁ ଏହି ୯ଜଣ ଓଏଏସ ଅଫିସରଙ୍କୁ ମୁତୟନ କରାଯାଇଛି। ଏହି ଅଫିସରମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ସେମାନଙ୍କ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ୯ ଜଣ ଓଏଏସ ଅଫିସରଙ୍କୁ ବିଏମସି ଅଂଚଳର କୋଭିଡ୍ ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଛି ସେମାନେ ହେଲେ କ୍ରୀଡ଼ା ଓ ଯୁବବ୍ୟାପାର ଉପସଚିବ ମହେନ୍ଦ୍ର ପଣ୍ଡା, ଓଏଚଆରସିଙ୍କ ଅନୁସଚିବ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ଓୟୁଏଟି ସହାୟକ ରେଜିଷ୍ଟ୍ରାର ଶୁଭ୍ରବାଳା ବେହେରା, ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଶୁଭେନ୍ଦ୍ର କୁମାର ସାମଲ, ରୋଟିର ଅତିରିକ୍ତ ନିର୍ଦ୍ଦେଶକ ଆଶୀଷ କୁମାର ଜେନା, ଉଚ୍ଚଶିକ୍ଷା ଉପସଚିବ ଶାନ୍ତନୁ କୁମାର ମହାନ୍ତି, ଓଏସଏସସି ଅନୁସଚିବ ତ୍ରିଷ୍ଣା ବିଶ୍ୱାଳ, ଭୁବନେଶ୍ୱର ଆସିଷ୍ଟାଣ୍ଟ କଲେକ୍ଟର ସଂଘମିତ୍ରା ବେହେରା, ଜଙ୍ଗଲ ଓ ପରିବେଶ ବିଭାଗର ଓଏସଡି ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ବିଏମସିର କୋଭିଡ୍ ପରିଚାଳନା କାର୍ଯ୍ୟରେ ସହଯୋଗ ନିମନ୍ତେ ନିର୍ଦ୍ଦେଶ ଜାରି ହୋଇଛି।

ସୂଚନାଯୋଗ୍ୟ, ଆଜିସୁଦ୍ଧା ସମଗ୍ର ବିଏମସି ଅଂଚଳରେ ମୋଟ ୧୪୫୨୫ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୭୪୪ଜଣ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ୪୬ଜଣ ପ୍ରାଣ ହରାଇଛନ୍ତି ଓ ୯୬୫୨ଜଣ ସୁସ୍ଥ ହୋଇସାରିଛନ୍ତି। ତେବେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଆଜିସୁଦ୍ଧା ମୋଟ ୭୧୫୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story