କରୋନାରୁ ସୁସ୍ଥ ହୋଇ ଫେରିଲା ପରେ କ’ଣ କହିଲେ, ଶୁଣନ୍ତୁ

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଦାନଗୋହିରିସ୍ଥିତ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ତାଙ୍କର ରକ୍ତ ନମୁନା ପଜିଟିଭ୍ ବାହାରିବା ପରେ ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।  ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି।  ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପ୍ରଥମେ ଭାଙ୍ଗି ପଡିଥିଲେ।  ହେଲେ ଡାକ୍ତରମାନେ ଭାଙ୍ଗି ନପଡିବାକୁ ଉତ୍ସାହିତ କରିଥିଲେ ବୋଲି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପିପିଲି ଆକ୍ରାନ୍ତ । […]

76890

Tapas Behera
  • Published: Sunday, 12 April 2020
  • , Updated: 12 April 2020, 06:59 PM IST

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଦାନଗୋହିରିସ୍ଥିତ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ତାଙ୍କର ରକ୍ତ ନମୁନା ପଜିଟିଭ୍ ବାହାରିବା ପରେ ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।  ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି।  ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପ୍ରଥମେ ଭାଙ୍ଗି ପଡିଥିଲେ।  ହେଲେ ଡାକ୍ତରମାନେ ଭାଙ୍ଗି ନପଡିବାକୁ ଉତ୍ସାହିତ କରିଥିଲେ ବୋଲି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପିପିଲି ଆକ୍ରାନ୍ତ ।  ସେ କହିଛନ୍ତି ଯେ, ତା’ର ଆଶୀର୍ବାଦରୁ ମୁଁ ସୁସ୍ଥ ହୋଇ ଫେରିଛି। ହସପିଟାଲରେ ଥିଲା ବେଳେ ଡାକ୍ତରମାନେ ଆମକୁ ବହୁତ ସାହାସ ଦେଇଥିଲେ। ତଷରଉ ମୁଁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଉଛି।

Related story