କାଲି କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଦେଇପାରିବେନି NEET

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଆସନ୍ତାକାଲି ଦେଇପାରିବେନି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ଏନେଇ NTA ପକ୍ଷରୁ ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ। କାଲିର ପରୀକ୍ଷା ପରେ କରୋନା ଆକ୍ରାନ୍ତଙ୍କ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଧାର୍ଯ୍ୟ ହେବାକୁ ଥିବା ତାରିଖରେ ସେମାନଙ୍କୁ ପରୀକ୍ଷା ଦେବାକୁ ମିଳିବ ସୁଯୋଗ। କୋଭିଡ୍‌ ଆକ୍ରାନ୍ତଙ୍କ ଭଲ ପାଇଁ ନିଷ୍ପତ୍ତି ବଦଳାଇଲା NTA। ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ମଧ୍ୟ ନିଷ୍ପତ୍ତି ବଦଳିବାର କାରଣ। କରୋନା […]

neet

neet

Manoranjan Sial
  • Published: Saturday, 12 September 2020
  • Updated: 13 September 2020, 07:50 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଆସନ୍ତାକାଲି ଦେଇପାରିବେନି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ଏନେଇ NTA ପକ୍ଷରୁ ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ। କାଲିର ପରୀକ୍ଷା ପରେ କରୋନା ଆକ୍ରାନ୍ତଙ୍କ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଧାର୍ଯ୍ୟ ହେବାକୁ ଥିବା ତାରିଖରେ ସେମାନଙ୍କୁ ପରୀକ୍ଷା ଦେବାକୁ ମିଳିବ ସୁଯୋଗ। କୋଭିଡ୍‌ ଆକ୍ରାନ୍ତଙ୍କ ଭଲ ପାଇଁ ନିଷ୍ପତ୍ତି ବଦଳାଇଲା NTA। ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ମଧ୍ୟ ନିଷ୍ପତ୍ତି ବଦଳିବାର କାରଣ। କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କୁ NTA କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। NTAକୁ ncov19@nta.ac.in ରେ ଇ-ମେଲ୍‌ ମାଧ୍ୟମରେ ଆଡ୍‌ମିଟ୍‌ କାର୍ଡ ସହ କୋଭିଡ ପଜିଟିଭ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ।

ଆସନ୍ତାକାଲି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଓଡ଼ିଶାରେ ପରୀକ୍ଷା ଦେବାକୁ ଯାଉଛନ୍ତି ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର। ଜେଇଇ ମେନ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି। National Testing Agency ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦେଇଛି ମାସ୍କ ଓ sanitizer। କେନ୍ଦ୍ର ବାହାରେ ଓ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ରୁମ୍‌ରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା ହୋଇଛି। PPE କିଟ୍‌ ପିନ୍ଧି ପରୀକ୍ଷା ପରିଚାଳନା କରିବେ ପରୀକ୍ଷା ପରିଚାଳକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story