ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦ପାର କରିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୨୬ ଓ ଲୋକାଲ୍ କେସ ୮ଟି ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ସମୁଦାୟ ୩୦ ହଜାର ୭୨୯ ନମୁନା ପରୀକ୍ଷଣରୁ ୨୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଲା। ଆକ୍ଟିଭ କେସ୍ ୧୧୫୧ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Covid-19 Report For 24th March
New Positive Cases: 214
In quarantine: 126
Local contacts: 88(Details of local contacts will be shared by concerned District Administration)
District Wise Cases:
1. Angul: 6
2. Balasore: 11
3. Bargarh: 13
4. Bhadrak: 4
5. Balangir: 20— I & PR Department, Odisha (@IPR_Odisha) March 25, 2021
6. Boudh: 2
7. Cuttack: 20
8. Dhenkanal: 10
9. Ganjam: 4
10. Jagatsinghpur: 2
11. Jajpur: 5
12. Jharsuguda: 3
13. Kalahandi: 5
14. Kandhamal: 1
15. Kendrapada: 1
16. Khurda: 33
17. Koraput: 10
18. Mayurbhanj: 9
19. Nawarangpur: 1
20. Nuapada: 2
21. Puri: 5
22. Rayagada: 3— I & PR Department, Odisha (@IPR_Odisha) March 25, 2021
23. Sambalpur: 10
24. Sundargarh: 27
25. State Pool: 7New recoveries: 71
Cumulative tested: 8892109
Positive: 339460
Recovered: 336337
Active cases: 1151— I & PR Department, Odisha (@IPR_Odisha) March 25, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।