ଆଡମିଶନକୁ ନେଇ ପୁଣି ଘଳିଆ ସୃଷ୍ଟି କଲେ ରାଜ୍ୟ ସରକାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ୍ ମାଡ଼ରେ ବଦଳିଗଲାଣି ଶିକ୍ଷା ବ୍ୟବସ୍ଥାର ଚେହେରା। ଆଗକୁ କ’ଣ ହେବ, କିପରି ପାଠ ପଢ଼ାଯିବ ସେ ନେଇ କାହା ପାଖରେ ସଠିକ୍ ଉତ୍ତର ନାହିଁ ତେବେ କେନ୍ଦ୍ର ସରକାର ପାଠ୍ୟକ୍ରମ ହ୍ରାସ ଓ ପାଠପଢ଼ା ସମୟ କମାଇବା ପାଇଁ ବିଚାର କରୁଛନ୍ତି। ଏପଟେ ରାଜ୍ୟ ସରକାର ଆରମ୍ଭ କରିଦେଲେଣି ଆଡମିଶନ୍ ପ୍ରକ୍ରିୟା । କରୋନା ସଂକଟ ଦୂର ନହେଉଣୁ, କାହା ସ୍ୱାର୍ଥରେ ସରକାର ଆଡମିଶନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇବା […]

90

90

Tapas Behera
  • Published: Tuesday, 09 June 2020
  • Updated: 09 June 2020, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ୍ ମାଡ଼ରେ ବଦଳିଗଲାଣି ଶିକ୍ଷା ବ୍ୟବସ୍ଥାର ଚେହେରା। ଆଗକୁ କ’ଣ ହେବ, କିପରି ପାଠ ପଢ଼ାଯିବ ସେ ନେଇ କାହା ପାଖରେ ସଠିକ୍ ଉତ୍ତର ନାହିଁ ତେବେ କେନ୍ଦ୍ର ସରକାର ପାଠ୍ୟକ୍ରମ ହ୍ରାସ ଓ ପାଠପଢ଼ା ସମୟ କମାଇବା ପାଇଁ ବିଚାର କରୁଛନ୍ତି। ଏପଟେ ରାଜ୍ୟ ସରକାର ଆରମ୍ଭ କରିଦେଲେଣି ଆଡମିଶନ୍ ପ୍ରକ୍ରିୟା । କରୋନା ସଂକଟ ଦୂର ନହେଉଣୁ, କାହା ସ୍ୱାର୍ଥରେ ସରକାର ଆଡମିଶନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଆନ୍ଦୋଳନକୁ ଓହ୍ଲାଇଛି ଅଭିଭାବକ ସଂଘ।

ପିଲାଙ୍କ ପାଠରେ କୋଭିଡ୍ ମହାମାରୀ ଛାଟ । କରୋନା ସଙ୍କଟ ଭିତରେ କାହାର ପରୀକ୍ଷା ହୋଇନି ତ’ ଆଉ କାହାର ରେଜଲ୍ଟ ଆସିନି। ଫଳରେ ଭବିଷ୍ୟତକୁ ନେଇ ନାନା ଆଶଙ୍କା ଦେଖାଦେଇଥିବା ବେଳେ ରାଜ୍ୟରେ ଏବେ ଚାଲିଛି ଆଡମିଶନ ଋ଼ତୁ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଚାଲିଛି ଆଡମିଶନ୍। ସରକାରୀ ସ୍କୁଲ ଛଡ଼ା ଅଧିକାଂଶ ଘରୋଇ ସ୍କୁଲରେ ଲାଇନ୍ ଲଗାଇ ଆଡମିଶନ୍ କରୁଛନ୍ତି ଅଭିଭାବକ। ଯାହାକୁ ନେଇ ଆପତ୍ତି ଉଠାଇବା ସହ ଆନ୍ଦୋଳନକୁ ଓହ୍ଲାଇଛି ଅଭିଭାବକ ସଂଘ । କରୋନା ମହାମାରୀ ସମୟରେ ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦେଖି ରାଜ୍ୟ ସରକାର ଆଡମିଶନ ପାଇଁ ନିଷ୍ପତ୍ତି ନେଇଥିବା ସଂଘ ଅଭିଯୋଗ କରିଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତିକୁ ଘରୋଇ ସ୍କୁଲ ସହ ଯୋଡ଼ା ନଯାଉ । ଆମକୁ ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାରିବାକୁ ପଡ଼ିବ।

ଅଗଷ୍ଟ ୧୫ ଯାଏଁ ଦେଶରେ କୌଣସି ଶିକ୍ଷାନୁଷ୍ଠାନ ଖୋଲାହେବନି ବୋଲି କେନ୍ଦ୍ର ସରକାର କହିଥିଲେ । ଅନ୍ୟ ପକ୍ଷରେ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଗାମୀ ଶିକ୍ଷାବର୍ଷରେ ପାଠ୍ୟକ୍ରମ ହ୍ରାସ କରିବାକୁ ଚିନ୍ତା କରାଯାଉଛି । କରୋନା ସଂକ୍ରମଣ, ଅଭିଭାବକ ଏବଂ ଶିକ୍ଷକଙ୍କ ଅନୁରୋଧ କ୍ରମେ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଚାର କରାଯାଉଥିବା ମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି। ଏଥିସହ ପାଠପଢା ସମୟ ବି କମାଯାଇପାରେ ବୋଲି ସେ କହିଛନ୍ତି।

ତେବେ ଚଳିତ ବର୍ଷ କେମିତି ହେବ ପାଠ୍ୟକ୍ରମର ରୂପରେଖ? କେମିତି ଚାଲିବ ପାଠପଢ଼ା? ତାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ କୋରାପୁଟ ଜିଲ୍ଲାରେ ନାଚଗୀତ ସହ ଖେଳକୁଦ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଯାଉଛି । ସ୍କୁଲ ବନ୍ଦ ଥିବାରୁ ବିକଳ୍ପ ଶିକ୍ଷା ଓ ପରାମର୍ଶ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଏଭଳି ଢଙ୍ଗରେ ପଢ଼ାଯାଉଛି ପାଠ।  ଜିଲ୍ଲାର ୩୩୧ଟି ଗାଁକୁ ଚୟନ କରି ଏହି କାର୍ଯ୍ୟକ୍ରମ ଚାଲିଛି । ରାଜ୍ୟରେ ଏଭଳି ଭାବେ ୬ ଲକ୍ଷ ଜନଜାତି ପିଲାଙ୍କୁ ଶିକ୍ଷା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story