କରୋନା କଟକଣା: ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯାଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ହୋଇଛି। କରୋନା କଟକଣାକୁ କଡାକଡି ଭାବେ ପାଳନ ବାଧ୍ୟତାମୂଳକ କରାଯାଇଛି। ଷ୍ଟେସନ ପରିସରରେ ବିଏମସି କାଉଣ୍ଟର ହୋଇଛି। ୭୨ ଘଣ୍ଟା ଭିତରେ କରୋନା ନେଗେଟିଭ ରିପୋର୍ଟ କିମ୍ବା ଡବଲ […]

fine on not wearing mask in trains

fine on not wearing mask in trains

Tapas Behera
  • Published: Sunday, 20 June 2021
  • Updated: 20 June 2021, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯାଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ହୋଇଛି। କରୋନା କଟକଣାକୁ କଡାକଡି ଭାବେ ପାଳନ ବାଧ୍ୟତାମୂଳକ କରାଯାଇଛି।

ଷ୍ଟେସନ ପରିସରରେ ବିଏମସି କାଉଣ୍ଟର ହୋଇଛି। ୭୨ ଘଣ୍ଟା ଭିତରେ କରୋନା ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା, କିମ୍ବା ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି।

କୌଣସି ଯାତ୍ରୀ ୱେଟିଂ ଲିଷ୍ଟରେ ଯାତ୍ରା କରିବାର ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଭୁନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ। ପ୍ରଥମ ଲହରରୁ ସମସ୍ତେ ଶିଖିଛନ୍ତି, ତେଣୁ ସମସ୍ତେ ସତର୍କ ଅଛନ୍ତି ପ୍ରବସୀ ଶ୍ରମିକ ଚିହ୍ନଟ ସହଜ ନୁହେଁ। ତେଣୁ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ନିୟମ ରହିଛି। ଇଣ୍ଟରସିଟି ଟ୍ରେନ ବନ୍ଦ ଅଛି। ପ୍ରଶାନ୍ତି, ବିଶାଖା ପରି ରେଳ ଯାତାୟତ କରୁଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos