କରୋନା ଆକ୍ରାନ୍ତଙ୍କ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି । ଅସୁବିଧା ବେଳ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ […]

yio

yio

Tapas Behera
  • Published: Thursday, 29 April 2021
  • Updated: 29 April 2021, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି । ଅସୁବିଧା ବେଳ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।

ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ ସାହୁ । କରୋନା କାଳରେ ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ପ୍ରତାପ। କରୋନା ଆକ୍ରାନ୍ତଙ୍କ ଘରେ ପହଞ୍ଚି ସାନିଟାଇଜ୍ କରୁଛନ୍ତି । ଘର ବାହାର ସମେତ ପୁରା ଅଞ୍ଚଳରେ ବିଶୋଧକ ସିଞ୍ଚନ କରିବା ସହ ସଂକ୍ରମଣ ଯେଭଳି ନବ୍ୟାପିବ ସେଇ ପ୍ରଚେଷ୍ଟାରେ ଅଛନ୍ତି ପ୍ରତାପ । କେବଳ କରୋନା ସଂକ୍ରମିତ ନୁହନ୍ତି ସଂସ୍ଥା, ସଂଗଠନ ଯିଏ ବି ଡାକନ୍ତି ବିନା ଦ୍ୱିଧାରେ ସହଯୋଗର ହାତ ବଢାନ୍ତି ପ୍ରତାପ। ପ୍ରଥମ ଲକ୍‌ଡାଉନ୍ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଉଥିଲେ ପ୍ରତାପ । ମାତ୍ର ଏବେ ସଂକ୍ରମଣ ହୁ ହୁ ହୋଇ ମାଡୁଥିବାରୁ ସାନିଟାଇଜେସନ ଉପରେ ଫକୋସ କରିଛନ୍ତି ପ୍ରତାପ।

ପ୍ରତାପଙ୍କ ଭଳି  ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ  ସହାୟତା ଲାଗି ଆଗେଇ ଆସିଛନ୍ତି କିଛି ସଂସ୍ଥା ଓ ସଂଗଠନ । ହେଲପ-ଏଜ୍ ଇଣ୍ଡିଆ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ନେବା ଆଣିବା ସୁବିଧା ଯୋଗାଇ ଦିଆଯାଉଛି । ଏଥିପାଇଁ କ୍ୟାବ ସଂସ୍ଥା ଉବେର ସହ ହେଲପ-ଏଜ୍ ଇଣ୍ଡିଆର ଚୁକ୍ତି ହୋଇଛି। ହେଲ୍ପଲାଇନ ନମ୍ବର ୧୮୦୦-୩୪୫-୧୨୫୩ ଅଥବା ୯୪୩୭୪୯୬୮୯୧ କୁ କଲ କରି  ନଚେତ୍  odisha.agecare@helpageindia.org/ Bhubaneswar@helpageindia.org କୁ mail କରି ଏହି  ସେବାର ଫାଇଦା ନେଇ ହେବ। ଗତ ଲକ୍‌ଡାଉନ୍ ସମୟରେ ଦୁଇ ହଜାର ବରିଷ୍ଠ ନାଗରିକଙ୍କୁ ଏଭଳି ସେବା ଯୋଗାଇ ଦିଆଯାଇଥିବା ବେଳେ ଏବେ ମଧ୍ୟ ସଂସ୍ଥା ନିଜ ମହତ କାର୍ଯ୍ୟ ଜାରି ରଖିଛି।

କରୋନା କାଳରେ ମାନବିକତାକୁ ଦୋହଲାଇ ଦେବା ଭଳି କିଛି ଘଟଣା ଘଟୁଛି ନିଶ୍ଚୟ । ତେବେ ଦୁର୍ଗତଙ୍କୁ ଆଶ୍ୱସ୍ଥି ପହଞ୍ଚାଇବା ଲାଗି ଆଗେଇ ଆସୁଥିବା ଦରଦି ଓ ହୃଦୟବାନ ଲୋକଙ୍କ ଉଦାହରଣ ମଧ୍ୟ କିଛି କମ୍ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story