‘କରୋନା’ ନମୁନା ପରୀକ୍ଷା ୧ ଲକ୍ଷ ଟପିଲା, ମୁଖ୍ୟମନ୍ତ୍ରୀ ଖୁସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକହଜାର ଛୁଇଁବାକୁ ବସିଥିବାବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୩୦୨ଟି କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଏହି ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆଧୁନିକ ପରୀକ୍ଷାଗାର ଓ ଉନ୍ନତମାନର ମେସିନ […]

naveen24-1

naveen24-1

Manoranjan Sial
  • Published: Tuesday, 19 May 2020
  • Updated: 19 May 2020, 07:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକହଜାର ଛୁଇଁବାକୁ ବସିଥିବାବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୩୦୨ଟି କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଏହି ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆଧୁନିକ ପରୀକ୍ଷାଗାର ଓ ଉନ୍ନତମାନର ମେସିନ ବ୍ୟବହାର କରି ଓଡ଼ିଶାରେ ଏପର୍ଯ୍ୟନ୍ତ ୧ଲକ୍ଷ ୩୦୨ଟି କୋଭିଡ୍ ପରୀକ୍ଷା କରାଯାଇଛି। ରାଜ୍ୟରେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମଥର ପାଇଁ କୋଭିଡ୍‌-୧୯ ନମୁନା ପରୀକ୍ଷା ହୋଇଥିଲା। ସେତେବେଳେ ଦୈନିକ ୫-୬ଟି ନମୂନା ପରୀକ୍ଷା ହେଉଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୫ ହଜାରରେ ପହଂଚିଲାଣି।

ରାଜ୍ୟରେ ଆଜି ସୁଦ୍ଧା ମୋଟ ୯୭୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୭ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ୫ ଜଣ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୬୬୬ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସେହିପରି ଅନ୍ୟ ୮୬୬ଜଣ ସନ୍ଦିଗ୍ଧ ହସ୍ପିଟାଲ ଆଇସୋଲେସନରେ ଅଛନ୍ତି।

କୋଭିଡ-୧୯ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଘଂନ କରିଥିବା ଅଭିଯୋଗରେ ମେ’ ୧୮ତାରିଖରୁ ମେ’ ୧୯ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାଏର ହୋଇଛି। ଏଥିରୁ ୬ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ ଓ ଗୋଯିଏ ଗୁଜବ ପ୍ରଚାର ପାଇଁ ଉଦ୍ଦିଷ୍ଟ। ବିଭିନ୍ନ ଅଭିଯୋଗରେ ୩୪ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story