ମତ୍ସ୍ୟଜୀବୀଙ୍କ ଉପରେ କରୋନା ମାଡ଼, ଠପ୍‌ ହୋଇଛି ବେପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଓ ବିକ୍ରି ଉପରେ ଲକ୍‌ଡାଉନ୍‌ ମାଡ଼। ଆଜିକୁ ୧୦ ଦିନ ହେଲା ମାଛଧରା ଓ  ବିକ୍ରି ଏକରକମ ଠପ୍ ହୋଇଯାଇଛି। ଫଳରେ ଉପକୂଳିଆ ଅଞ୍ଚଳର ମତ୍ସ୍ୟଜୀବୀ ହୁଅନ୍ତୁ କି ମତ୍ସ୍ୟଚାଷୀ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କ ଜୀବନଜୀବୀକା ମାଛକୁ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରେଣୀଭୁକ୍ତ କରାଯିବା ସହ ଏହାର ଚାଲାଣ ଓ ବିକ୍ରିକୁ କଟକଣା ମୁକ୍ତ ରଖାଯାଇଥିଲେ ମଧ୍ୟ ବେପାର ପୂରା ମାନ୍ଦା ରହିଛି। ଲକ୍‌ଡାଉନ୍‌ ଯୋଗୁଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ […]

fish

fish

Manoranjan Sial
  • Published: Friday, 03 April 2020
  • Updated: 03 April 2020, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଓ ବିକ୍ରି ଉପରେ ଲକ୍‌ଡାଉନ୍‌ ମାଡ଼। ଆଜିକୁ ୧୦ ଦିନ ହେଲା ମାଛଧରା ଓ  ବିକ୍ରି ଏକରକମ ଠପ୍ ହୋଇଯାଇଛି। ଫଳରେ ଉପକୂଳିଆ ଅଞ୍ଚଳର ମତ୍ସ୍ୟଜୀବୀ ହୁଅନ୍ତୁ କି ମତ୍ସ୍ୟଚାଷୀ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କ ଜୀବନଜୀବୀକା ମାଛକୁ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରେଣୀଭୁକ୍ତ କରାଯିବା ସହ ଏହାର ଚାଲାଣ ଓ ବିକ୍ରିକୁ କଟକଣା ମୁକ୍ତ ରଖାଯାଇଥିଲେ ମଧ୍ୟ ବେପାର ପୂରା ମାନ୍ଦା ରହିଛି।

ଲକ୍‌ଡାଉନ୍‌ ଯୋଗୁଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ଚନ୍ଦ୍ରଭାଗା ଉପକୂଳ ଖାଲିପଡ଼ିଛି। ୧୦ ଦିନ ହେଲା ଶୂନ୍ୟ ପଡ଼ିଛି ମାଛ ଗୋଦାମ ଘର। ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସମଦ୍ରକୁ ଟ୍ରଲର କି ଡ଼ଙ୍ଗା ଯାଉନି। ଫଳରେ ହାତ ବାନ୍ଧି ବସିଛନ୍ତି ହଜାର ହଜାର ମତ୍ସ୍ୟଜୀବୀ। ଯେଉଁଥିପାଇଁ ବିଗିଡ଼ି ଯାଇଛି ଶହ ଶହ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା। ଦୈନିକ ଚିଙ୍ଗୁଡ଼ି, କଙ୍କଡ଼ା ଓ ଅନ୍ୟାନ୍ୟ ମାଛ ଉତ୍ପାଦନର ପେଣ୍ଠସ୍ଥଳ ଚିଲିକା ଏବେ ମାଛ ଶୂନ୍ୟ। ଫଳରେ ଖାଲି ଡଙ୍ଗା କି ଜାଲ ବୋହୁଥିବା ଗରିବ ମାଛ ଧରାଳି ନୁହଁନ୍ତି, ବରଂ ଏ ବ୍ୟବସାୟରେ ଜଡ଼ିତ ବହୁ ବ୍ୟବସାୟୀଙ୍କ ପେଟପଟଣା ମଧ୍ୟ ସଙ୍କଟରେ ପଡ଼ିଛି।

ଠିକ୍‌ ସେହିପରି ରାଜ୍ୟରେ ମଧୁର ଜଳ ମାଛ ଚାଷ କରି ବଞ୍ଚୁଥିବା ଚାଷୀଙ୍କ ପେଟକୁ ଲାତ ମାରିଛି ଲକ୍‌ଡାଉନ୍‌ର ଲମ୍ବା ଅବଧି। ରାସ୍ତା ଘାଟ, ଗାଡ଼ି ମୋଟର ଓ ହୋଟେଲ ବନ୍ଦ କାରଣରୁ ମାଛ ଅମଳ ଓ ବ୍ୟବସାୟ ଉପରେ ପଡ଼ିଛି ପ୍ରତିକୁଳ ପ୍ରଭାବ। ସରକାର ମାଛକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାଭୁକ୍ତ କରି ଏହାର ପରିବହନ ଓ ବିକ୍ରିକୁ କଟକଣା ବାହାରେ ରଖିଥିବା ସତ୍ତ୍ୱେ କାରବାର ପୂରା ମନ୍ଦା ରହିଛି। ଫଳରେ ଋଣ କରି ମାଛ ଚାଷ କରୁଥିବା ଚାଷୀଙ୍କ ଚିନ୍ତା ପଢ଼ି ଯାଇଛନ୍ତି। ଅନ୍ୟପକ୍ଷରେ ରିଟେଲର ହୁଅନ୍ତୁ କି ହୋଲସେଲର ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ପ୍ରଭାବିତ ହୋଇଛନ୍ତି।

ମଧୁର ମାଛ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲେ ବି ସି ଫୁଡ୍‌ଦ ଉତ୍ପାଦନରେ କିନ୍ତୁ ଓଡ଼ିଶା ଦେଶର ଆଗଧାଡ଼ିର ରାଜ୍ୟ। ହେଲେ ଲକ୍‌ଡାଉନ୍‌ ସ୍ଥିତି ଯୋଗୁଁ ସି-ଫୁଡ୍‌ ରପ୍ତାନିରେ ମଧ୍ୟ ଡୋରି ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story