ରାଉରକେଲାରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲ(ଆଇଜିଏଚ୍‌)ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ କୁମାର ଚାଟାର୍ଜ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଉରକେଲା ଏଡିଏମଓ କାବୁଲି ସୁନୀଲ ନରବାଣେ ଓ ଆଇଜିଏଚର ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ପରକ୍ଷାଗାର ହେବା ଦ୍ୱାରା ଖୁବ୍‌ଶୀଘ୍ର ସ୍ୱାବ୍‌ ଟେଷ୍ଟର ରେଜଲ୍ଟ ମିଳିପାରିବ ବୋଲି ଆଇଜିଏଚ କର୍ତ୍ତୃପକ୍ଷ କହିଛନ୍ତି।

trrrrrrrrrrrrr

Tapaswini Nayak
  • Published: Wednesday, 15 April 2020
  • , Updated: 15 April 2020, 02:38 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲ(ଆଇଜିଏଚ୍‌)ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ କୁମାର ଚାଟାର୍ଜ ଏହାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ରାଉରକେଲା ଏଡିଏମଓ କାବୁଲି ସୁନୀଲ ନରବାଣେ ଓ ଆଇଜିଏଚର ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ପରକ୍ଷାଗାର ହେବା ଦ୍ୱାରା ଖୁବ୍‌ଶୀଘ୍ର ସ୍ୱାବ୍‌ ଟେଷ୍ଟର ରେଜଲ୍ଟ ମିଳିପାରିବ ବୋଲି ଆଇଜିଏଚ କର୍ତ୍ତୃପକ୍ଷ କହିଛନ୍ତି।

Related story