ଯୁଦ୍ଧରେ ବିଜୟୀ ହୋଇ ଫେରିଲେ ସତ୍ୟବ୍ରତ ସାର୍‌, ବନ୍ଦାପନା କରି ସ୍ୱାଗତ କଲେ ଗ୍ରାମବାସୀ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଚିକିତ୍ସାଧୀନ ଥିବା ‘କରୋନା’ ସଂକ୍ରମିତ ସ୍କୁଲ ଶିକ୍ଷକ ସତ୍ୟବ୍ରତ ପଟେଲ ଗତକାଲି ସୁସ୍ଥ ହୋଇ ନିଜ ଗାଁକୁ ଫେରିବା ପରେ ଗ୍ରାମବାସୀ, ନିର୍ବାଚିତ ଜନ ପ୍ରତିନିଧି ଓ ସାଥୀ ଶିକ୍ଷକମାନେ ତାଙ୍କୁ ଭଭ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଛନ୍ତି। କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଶିକ୍ଷକ ଶ୍ରୀ ପଟେଲ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତର ଡଙ୍ଗାପଥର ଗ୍ରାମରେ ପହଂଚିଥିଲେ। ସେଠାରେ ତାଙ୍କୁ ସଡୋ ସରପଞ୍ଚ ସୁଶୀଳ ପ୍ରଧାନ, […]

7902-1

7902-1

Tapas Behera
  • Published: Tuesday, 09 June 2020
  • Updated: 09 June 2020, 08:55 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଚିକିତ୍ସାଧୀନ ଥିବା ‘କରୋନା’ ସଂକ୍ରମିତ ସ୍କୁଲ ଶିକ୍ଷକ ସତ୍ୟବ୍ରତ ପଟେଲ ଗତକାଲି ସୁସ୍ଥ ହୋଇ ନିଜ ଗାଁକୁ ଫେରିବା ପରେ ଗ୍ରାମବାସୀ, ନିର୍ବାଚିତ ଜନ ପ୍ରତିନିଧି ଓ ସାଥୀ ଶିକ୍ଷକମାନେ ତାଙ୍କୁ ଭଭ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଶିକ୍ଷକ ଶ୍ରୀ ପଟେଲ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତର ଡଙ୍ଗାପଥର ଗ୍ରାମରେ ପହଂଚିଥିଲେ। ସେଠାରେ ତାଙ୍କୁ ସଡୋ ସରପଞ୍ଚ ସୁଶୀଳ ପ୍ରଧାନ, ସମିତି ସଦସ୍ୟା ରାଶେଶ୍ୱରୀ ପଟେଲଙ୍କ ସମେତ ବହୁ ଗ୍ରାମବାସୀ କଳଶ ସ୍ଥାପନା ସହ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।

ସୂଚନା ଯୋଗ୍ୟ ଯେ, ଶିକ୍ଷକ ଶ୍ରୀ ପଟେଲ କରୋନା ଯୋଦ୍ଧା ଭାବେ ସଡୋ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରବାସୀ ଶ୍ରମିକଙ୍କ ଦେଖାଶୁଣା ଦାୟିତ୍ୱରେ ଥିବା ବେଳେ ‘କରୋନା’ ରୋଗରେ ଆକ୍ରନ୍ତ ହୋଇଥିଲେ। ତାଙ୍କର ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା ଓ ମେ ୨୫ ତାରିଖରେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଉଥିଲା। ଗତକାଲି ସେ ସୁସ୍ଥ ହେବାପରେ ଆମ୍ୱୁଲାନ୍ସ ଯୋଗେ ତାଙ୍କ ଘରେ ଛାଡି ଦିଆଯାଇଥିଲା।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story