‘ଖୁବ୍‌ ଶୀଘ୍ର ପିକ୍‌ରେ ପହଞ୍ଚିବ କରୋନା, ତା’ ପରେ...’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଦୈନିକ ୫ ହଜାର ଆଡ଼େ ମୁହାଁଇଛି ସଂକ୍ରମଣ। ହେଲେ ଏନେଇ ଭୟଭିତ ହେବା ଅପେକ୍ଷା କରୋନା ଗାଇଡ଼ଲାଇନ୍‌ ମାନି ଚଳିବା ଆବଶ୍ୟକ।  ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଏହା ପିକ୍‌ରେ ରହିପାରେ।  ଏହାପରେ ଯେଉଁ ସ୍ପିଡରେ ବଢ଼ିଛି, ସେହି ସ୍ପିଡରେ କମିବ ।”  ଏପରି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି  । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିଏମ୍ଇଟି […]

cbk-mohanty

cbk-mohanty

Niharika Rout
  • Published: Wednesday, 21 April 2021
  • Updated: 21 April 2021, 01:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଦୈନିକ ୫ ହଜାର ଆଡ଼େ ମୁହାଁଇଛି ସଂକ୍ରମଣ। ହେଲେ ଏନେଇ ଭୟଭିତ ହେବା ଅପେକ୍ଷା କରୋନା ଗାଇଡ଼ଲାଇନ୍‌ ମାନି ଚଳିବା ଆବଶ୍ୟକ।  ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଏହା ପିକ୍‌ରେ ରହିପାରେ।  ଏହାପରେ ଯେଉଁ ସ୍ପିଡରେ ବଢ଼ିଛି, ସେହି ସ୍ପିଡରେ କମିବ ।”  ଏପରି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି  ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, କରୋନା ଦ୍ୱିତୀୟ ଲହରର ଭୟାବହତ ନେଇ ଲୋକେ ଛାନିଆ ହୋଇ ଯାଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ  ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଗଚ୍ଛିତ ଅଛି । ଗତଥର ରାଜ୍ୟରେ ପିକ୍‌ ସମୟରେ କୋରନା ଥିବା ବେଳେ ଯେଉଁ ପରିମାଣର ଅକ୍ସିଜେନ ଆବଶ୍ୟକ ହେଉଥିଲା,  ଚଳିତ ଥର ତା ଠାରୁ ବି ବହୁ ଅଧିକ ଗଚ୍ଛିତ ପରିମାଣର ଅକ୍ସିଜେନ ମହଜୁଦ ରହିଛି।

ଏଥିସହ ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବେଶ୍‌ ଭାଗ୍ୟବାନ  ।  କାରଣ ଏଠାରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି  ।  ବେଡ, ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ରହିଛି  । ୭୧ଟି କୋଭିଡ୍ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ଏବେ କାର୍ଯ୍ୟକ୍ଷମ ଅଛି।   ଏବେ ୨୬ ପ୍ରତିଶତ ବେଡ, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଛି ବୋଲି କହିଛନ୍ତି ଡିଏମ୍ଇଟି  ।

ଏହାବ୍ୟତୀତ  ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି  କହିଛନ୍ତି, “ମହାରାଷ୍ଟ୍ରରେ କରୋନା ଏବେ ପିକ୍‌ରେ ପହଞ୍ଚି ଗଲାଣି। ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ  ଏପ୍ରିଲ ଶେଷ ସପ୍ତାହରେ ପିକ୍‌ରେ ପହଞ୍ଚିବ। ଅନ୍ୟ କିଛି ରାଜ୍ୟରେ ତାହା ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶିର୍ଷରେ ପହଞ୍ଚିପାରେ।  ଏହାପରେ ଯେଉଁ ସ୍ପିଡରେ ବଢ଼ିଛି ସେହି ସ୍ପିଡ଼ରେ କମିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story