ଖବରକାଗଜ ଉପରେ କରୋନା ମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ମହାମାରୀ ଯୋଗୁ ଅନେକ କ୍ଷତି ହୋଇଛି। ଛୋଟ ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ଶିଳ୍ପସଂସ୍ଥାଗୁଡ଼ିକ କରୋନା ଯୋଗୁ ପ୍ରଭାବିତ ହୋଇଛି। ତେବେ ଏଥିରୁ ବାଦ୍ ପଡ଼ିନି ଲୋକମାନଙ୍କ ସକାଳର ସାଥୀ ଖବର କାଗଜ। ଖବରକାଗଜ ଟିଏ ନମିଳିଲେ, ଲୋକେ ବାଉଳି ଚାଉଳି ହୁଅନ୍ତି। କିନ୍ତୁ କରୋନା ଆସିବା ଦିନଠାରୁ ଲୋକେ ଧୀରେ ଧୀରେ ଖବରକାଗଜଠାରୁ ଦୂରେଇବାରେ ଲାଗିଛନ୍ତି। କେବଳ ରାଜ୍ୟ କି ଦେଶରେ ନୁହେଁ, ବରଂ ପୂରା […]

newspaer

newspaer

Ranjit Kumar Jena
  • Published: Monday, 04 January 2021
  • Updated: 04 January 2021, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ମହାମାରୀ ଯୋଗୁ ଅନେକ କ୍ଷତି ହୋଇଛି। ଛୋଟ ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ଶିଳ୍ପସଂସ୍ଥାଗୁଡ଼ିକ କରୋନା ଯୋଗୁ ପ୍ରଭାବିତ ହୋଇଛି। ତେବେ ଏଥିରୁ ବାଦ୍ ପଡ଼ିନି ଲୋକମାନଙ୍କ ସକାଳର ସାଥୀ ଖବର କାଗଜ। ଖବରକାଗଜ ଟିଏ ନମିଳିଲେ, ଲୋକେ ବାଉଳି ଚାଉଳି ହୁଅନ୍ତି। କିନ୍ତୁ କରୋନା ଆସିବା ଦିନଠାରୁ ଲୋକେ ଧୀରେ ଧୀରେ ଖବରକାଗଜଠାରୁ ଦୂରେଇବାରେ ଲାଗିଛନ୍ତି।

କେବଳ ରାଜ୍ୟ କି ଦେଶରେ ନୁହେଁ, ବରଂ ପୂରା ବିଶ୍ୱରେ ଖବର କାଗଜ ବିକ୍ରି ବିଗିଡ଼ି ଯାଇଛି। ବିଶେଷକରି କରୋନା ଭୂତାଣୁ ସଂକ୍ରମଣର ଭୟ, ପେପର ଦର ବୃଦ୍ଧି ଏବଂ ମୋବାଇଲରେ ଇପେପର୍ ସହଜ ଉପଲବ୍ଧି ଏବେ ଲୋକଙ୍କୁ ଖବରକାଗଜଠାରୁ ଦୂରେଇ ଦେଇଛି। ଏମିତି ଓଡ଼ିଶାରେ ମଧ୍ୟ ଖବରକାଗଜ ପ୍ରସାରଣ ୫୦ ପ୍ରତିଶତରୁ ଅଧିକ କମିଥିବା ବିଶେଷଜ୍ଞ କହିଛନ୍ତି। ଯେଉଁକାରଣରୁ ଏବେ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରୁଥିବା ଲୋକଙ୍କ ବେଉସା ପ୍ରତି ସଙ୍କଟ ଦେଖା ଦେଇଛି।

ଯେବେଠାରୁ କରୋନା ମହାମାରୀ ପ୍ରବେଶ କରିଛି, ସେବେଠାରୁ ସାରା ରାଜ୍ୟରେ ସ୍ଥିତି ବଦଳି ଯାଇଛି। ରାତି ପାହିବା ମାତ୍ରେ ଘରକୁ ଦୈନିକ ଖବରକାଗଜ ଫିଙ୍ଗି ବିକ୍ରିର ହିସାବ ରଖୁଥିବା ଏବଂ ସେଇଥିରୁ ପେଟ ପୋଷୁଥିବା ବିତରକଙ୍କ ମତରେ ଗଲା ୯ ମାସ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି ପେପର ମାନିଆ ଛୋଟ ହେଉ କି ବଡ଼, ସବୁ ବ୍ରାଣ୍ଡ ପ୍ରତି ମୁହଁ ଫେରାଇଛନ୍ତି ପାଠକ। ଏପରିକି ରାଜ୍ୟରେ ପ୍ରସାରିତ ସମ୍ବାଦପତ୍ର ସମ୍ବାଦର ପ୍ରସାରଣକୁ ବି ମହାମାରୀ ସାଂଘାତିକ ଘାଟା ପହଞ୍ଚାଇଥିବା ବିତରକମାନେ କହିଛନ୍ତି।

କରୋନାର ଆଗମନ ପରଠାରୁ ଏହି ସଙ୍କଟ କେବଳ ଆମ ରାଜ୍ୟ କି ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଛପା ଗଣମାଧ୍ୟମର ଚାହିଦା ଅହେତୁକ ଭାବେ ହ୍ରାସ ପାଇଛି। ତେବେ ଏଠାରେ ପ୍ରଶ୍ନ କରୋନା ପରଠୁ ହଠାତ୍ କାହିଁକି ବଦଳିଗଲା ସ୍ଥିତି? ବିଶେଷଜ୍ଞଙ୍କ ମତରେ ଖବରକାଜ କରୋନା ଭୂତାଣୁ ସଂକ୍ରମଣର ବାହକ ହେବାର ଭୟ, କରୋନା ପରେ ହଠାତ କିଛି ସମ୍ବାଦପତ୍ର କ୍ଷତି ଭରଣା କରିବାକୁ ଯାଇ ମୂଲ୍ୟ ବୃଦ୍ଧି କରିବା, ଅନଲାଇନ୍ ଓ ମୋବାଇଲରେ ଖବରର ସହଜ ଉପଲବ୍ଧତା ସହ ଇ-ପେପରର ଚାହିଦା ବୃଦ୍ଧି ଆଦି କାରଣ ପାଇଁ ଖବରକାଗଜ ଶିଳ୍ପର ପ୍ରସାରରେ ପ୍ରତିବନ୍ଧକ ସାଜିଛି। ତେବେ ବିନା ମୂଲ୍ୟରେ ଇ-ପେପରର ତତ୍କାଳ ଉପସ୍ଥିତି ହିଁ ଖବରକାଗଜର ଶିଳ୍ପକୁ କ୍ଷତି ପହଞ୍ଚାଇବାରେ ସବୁଠୁ ବଡ଼ କାରଣ ବୋଲି ବି କୁହାଯାଉଛି। ତେବେ ଇ-ପେପର କଦାପି ଖବରକାଗଜ ଭଳି ଲାଭ ଦେଉନି ବୋଲି ଦେଖିବାକୁ ମିଳିଛି।

ଗତ ମାର୍ଚ୍ଚ ପରଠୁ ଦେଶରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରୁ ଖବରକାଗଜର ଚାହିଦା ହଠାତ କମିଯାଇଥିଲା। ଏମିତିକି କଳ କାରଖାନା, ବଡ଼ ବଡ଼ ଶିଳ୍ପ, ପ୍ରମୁଖ ଘରୋଇ ଓ ସରକାରୀ ପ୍ରତିଷ୍ଠାନ ମାସ ମାସ ଧରି ବନ୍ଦ ରହିବାରୁ ବିଜ୍ଞାପନର ଉତ୍ସ ପ୍ରଭାବିତ ହୋଇଥିଲା। ଖାସ ଏହି କାରଣରୁ ଗତ ମେ ମାସ ସୁଦ୍ଧା ଏ ଶିଳ୍ପ ୪ ହଜାର କୋଟିର କ୍ଷତି ସହିଥିବା ଏବଂ ଆଗାମୀ ୬ ମାସ ଭିତରେ ପ୍ରାୟ ୧୫ ହଜାର କୋଟିର କ୍ଷତି ସମ୍ମୁଖୀନର ଆକଳନ କରି ସରକାର ତୁରନ୍ତ ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା ପାଇଁ ଦାବି କରିଥିଲା ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (INS)। ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସୁଛି କି ନାହିଁ, କିଛି ଆହୁରି ବିଗିଡିବ, ତାହା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story