ଓଜନରେ ଠକୁଛନ୍ତି ଦଲାଲ୍‌, ୧୦ କେଜି ଅଧିକ ନେଉଛନ୍ତି

ପାଟଣାଗଡ଼(କରୁଣାକର ବୁଡ଼େକ): ଧାନ ପରେ ଶୋଷଣରେ ଶିକାର ହେଉଛନ୍ତି କପା ଚାଷୀ। ଉଚିତ ବଜାର ବ୍ୟବସ୍ଥା ନଥିବାରୁ କପା ଚାଷୀମାନେ କଷ୍ଟ ଉପାର୍ଜିତ ଫସଲକୁ ଶାଗ ମାଛ ଦରରେ ଦଲାଲଙ୍କୁ ବିକି ଦେଉଛନ୍ତି। ଆଉ ଏହାର ସୁଯୋଗ ନେଇ ଦଲାଲମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଓଜନରେ ଠକଉଛନ୍ତି। ଚାଷୀଙ୍କୁ ଠକାଇ ଅଧିକ ୧୦ କେଜି କପା ନେଉଛନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରୁ ଆସିଛି। ଠକେଇ ଅଭିଯୋଗରେ ଦୁଇ ଦଲାଲଙ୍କୁ ଗାଁ ଲୋକେ […]

Cotton

Cotton

Manoranjan Sial
  • Published: Wednesday, 18 January 2023
  • Updated: 18 January 2023, 06:28 PM IST

Sports

Latest News

ପାଟଣାଗଡ଼(କରୁଣାକର ବୁଡ଼େକ): ଧାନ ପରେ ଶୋଷଣରେ ଶିକାର ହେଉଛନ୍ତି କପା ଚାଷୀ। ଉଚିତ ବଜାର ବ୍ୟବସ୍ଥା ନଥିବାରୁ କପା ଚାଷୀମାନେ କଷ୍ଟ ଉପାର୍ଜିତ ଫସଲକୁ ଶାଗ ମାଛ ଦରରେ ଦଲାଲଙ୍କୁ ବିକି ଦେଉଛନ୍ତି। ଆଉ ଏହାର ସୁଯୋଗ ନେଇ ଦଲାଲମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଓଜନରେ ଠକଉଛନ୍ତି। ଚାଷୀଙ୍କୁ ଠକାଇ ଅଧିକ ୧୦ କେଜି କପା ନେଉଛନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରୁ ଆସିଛି। ଠକେଇ ଅଭିଯୋଗରେ ଦୁଇ ଦଲାଲଙ୍କୁ ଗାଁ ଲୋକେ ଧରି ପୁଲିସ୍‌ ଜିମା ଦେଇଛନ୍ତି।

ଖପ୍ରାଖୋଲ୍‌ ବ୍ଲକ୍‌ କଣ୍ଟାବାଞ୍ଜି ଗାଁର ଅକ୍ଷୟ ମେହେର ଓ କପାସିପାଳି ଗ୍ରାମର ଗୋବିନ୍ଦ ସାହୁ ମହାରାଷ୍ଟ୍ରର ଜଣେ ବ୍ୟବସାୟୀଙ୍କ ମାଧ୍ୟମରେ ଚାଷୀଙ୍କଠାରୁ କପା କିଣୁଥିଲେ। ଏମାନେ ଗତ ୫ରୁ ୭ ଦିନ ହେଲା ଟ୍ରକ୍‌ ଟ୍ରକ୍‌ କପା କିଣି ମହାରାଷ୍ଟ୍ରକୁ ବୋହି ନେଉଛନ୍ତି। ତେବେ ସୋମବାର କପସିପାଳି ଗାଁରେ କପା ଓଜନ କରାଯାଉଥିବା ବେଳେ ହଠାତ୍‌ ଓଜନ କଣ୍ଟାର ଡିଜିଟାଲ୍‌ ମିଟରଟି ଠିକ୍‌ ଭାବେ କାମ କରିନଥିବାରୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ଗାଁ ଲୋକେ ଅନ୍ୟ ଏକ କଣ୍ଟାରେ ଓଜନ ହୋଇଥିବା କପାକୁ ଓଜନ କରିଥିଲେ। ଓଜନ ବେଳେ ୧୦ କେଜି ଅଧିକ କପା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁଇ ଠକ ଅକ୍ଷୟ ମେହେର ଓ ଗୋବିନ୍ଦ ସାହୁଙ୍କୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ। ଖପ୍ରାଖୋଲ ଥାନା ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କପା ଚାଷୀ ସସ୍ମିତା ସାହୁ କହିଛନ୍ତି, ଗୋବିନ୍ଦା ସାହୁ ଆମଠାରୁ କପା କିଣି ମହାରାଷ୍ଟ୍ର ଚାଲାଣ କରୁଛି। ସେ ନେଇଥିବା ୪୦ କେଜି କପା ଅନ୍ୟ କଣ୍ଟାରେ ଓଜନ କଲେ ୫୦ କେଜି ହେଉଛି। ସେ ଚାଷୀଙ୍କୁ ଏମିତି ଠକାଇ ୨ରୁ ୩ ଦିନ ଭିତରେ ୪ ଗାଡ଼ି କପା ମହାରାଷ୍ଟ୍ର ଚାଲାଣ କରିସାରିଲାଣି। ଆଜି ସକାଳେ ମଧ୍ୟ ଯାଇଛି ଆଉ ଗୋଟିଏ ଗାଡ଼ି। ସନ୍ଧ୍ୟା ବେଳେ ଆଉ ଗୋଟିଏ ଗାଡିରେ ଲୋଡ୍‌ ହୋଇ ଯାଉଥିବା ବେଳେ ଗାଁ ଲୋକେ ଅଟକାଇଥିଲେ ବୋଲି ସସ୍ମିତା ସାହୁ କହିଛନ୍ତି।

ଅନ୍ୟ ଜଣେ ଚାଷୀ କହିଛନ୍ତି, ଗୋବିନ୍ଦ ସାହୁକୁ କପା ବିକିଥିଲୁ। ସେ ଆମ ପାଖରୁ ନେଇଥିବା ୫ କ୍ୱିଣ୍ଟାଲ୍‌ କପା ଅନ୍ୟ କଣ୍ଟାରେ ହେଲା ୮ କ୍ୱିଣ୍ଟାଲ୍‌। ଓଜନ ବେଳେ ସନ୍ଦେହ ହୋଇଥିଲା। ପରେ ଅନ୍ୟ ଓଜନ କଣ୍ଟାରେ ମାପିବାରୁ ସବୁ ଜଣାପଡ଼ିଥିଲା ବୋଲି ଚାଷୀ ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story