ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

କୋଣାର୍କ (ସଞ୍ଜୟ ପତି): ଧୂପ, ଦୀପ ଓ ନୈବେଦ୍ୟ ସହ ଆଧ୍ୟାତ୍ମିକ ପରିବେଶରେ ଶେଷ ହୋଇଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା। ଚୈତ୍ରମାସ ପ୍ରଥମ ମଙ୍ଗଳବାରରେ ନେତ୍ରୋତ୍ସବଠାରୁ ଆରମ୍ଭ ହୋଇଥିବା ମାଆଙ୍କ ପାଳିଯାତ୍ରା ଝାମୁଯାତ୍ରା ସରିଛି। ଆଜି ଭୋରରୁ ମାଆଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା। ପରେ ମାଆଙ୍କର ବିରଳ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିସହ ପଞ୍ଚମ ପାଳିରେ ମାନସିକ ରଖି ଗ୍ରାମାଞ୍ଚଳର ମହିଳାମାନଙ୍କ […]

countless-devotees-arrive-for-darshan-of-rajrajeswari-vesha-of-maa-mangala-1

Manoranjan Sial
  • Published: Tuesday, 23 April 2019
  • Updated: 23 April 2019, 10:28 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଧୂପ, ଦୀପ ଓ ନୈବେଦ୍ୟ ସହ ଆଧ୍ୟାତ୍ମିକ ପରିବେଶରେ ଶେଷ ହୋଇଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା। ଚୈତ୍ରମାସ ପ୍ରଥମ ମଙ୍ଗଳବାରରେ ନେତ୍ରୋତ୍ସବଠାରୁ ଆରମ୍ଭ ହୋଇଥିବା ମାଆଙ୍କ ପାଳିଯାତ୍ରା ଝାମୁଯାତ୍ରା ସରିଛି। ଆଜି ଭୋରରୁ ମାଆଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା। ପରେ ମାଆଙ୍କର ବିରଳ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିସହ ପଞ୍ଚମ ପାଳିରେ ମାନସିକ ରଖି ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ଚାଲିଥିବା ପନ୍ଥେଇ ଓଷା ଶେଷ ହୋଇଛି।

ଝଙ୍କଡ଼ ଶାରଳାଙ୍କ ପୀଠରୁ ଆସିଥିବା ମାଳୀ ସଂପ୍ରଦାୟର ପାଟୁକାମାନେ ପାରମ୍ପରିକ ଢୋଲ ଓ ମହୁରୀ ବାଦ୍ୟର ରୋଷଣୀରେ ମାଆଙ୍କଠାରୁ ଆଜ୍ଞାମାଳ ନେଇ ନିଆଁ ଗର୍ତ୍ତରେ ଚାଲିଥିଲେ। ଏହାସହିତ ଭୋଇ ସଂପ୍ରଦାୟର ପାଟୁକାମାନେ ମାଆଙ୍କ ସମ୍ମୁଖରେ ଘଣ୍ଟପାଟୁକା ନୃତ୍ୟ ପରିବେଷଣ କରି ଯାତ୍ରାର ସମାପନ କରିଥିଲେ। ମାଆଙ୍କ ଦର୍ଶନ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମାଆଙ୍କର ଝାମୁ ଯାତ୍ରା ଦେଖିଥିଲେ।

ରାଜ୍ୟର ଅନ୍ୟ ଶକ୍ତିପୀଠମାନଙ୍କରେ ପଣାସଂକ୍ରାନ୍ତିରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମାଆ ମଙ୍ଗଳାଙ୍କ ପୀଠରେ ମାଆଙ୍କ ପଞ୍ଚମ ପାଳିଯାତ୍ରାରେ ଝାମୁ ଅନୁଷ୍ଠିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story