ବେଡ୍‌ ରୁମ୍‌ ତଳେ ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ

ନବରଙ୍ଗପୁର (ନବଘନ ବିଶୋୟୀ): ବେଡ୍‌ ରୁମ୍ ତଳେ ତିଆରି ହୋଇଛି ଗୁପ୍ତ କୋଠରୀ। ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ହେଲେ ଏ ଖବର ପହଞ୍ଚିଥିଲା ଅବକାରୀ ବିଭାଗ ଓ ପୁଲିସ୍ ପାଖରେ। ଆଉ ସେମାନେ ସେଠାରେ କରିଥିଲେ ମିଳିତ ଚଢ଼ାଉ। ସେମାନେ ପୋଚ ଓ ରନ୍ଧା ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି। ଘଟଣାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ରାଜୋଡ଼ା ଗାଁର। ଗିରଫ ଅଭିଯୁକ୍ତଙ୍କ ନାଁ ରାମକୃଷ୍ଣ ବିଶୋୟୀ। ଅବକାରୀ […]

MADA

MADA

Jitendra Garnayak
  • Published: Thursday, 12 May 2022
  • Updated: 12 May 2022, 07:44 PM IST

Sports

Latest News

ନବରଙ୍ଗପୁର (ନବଘନ ବିଶୋୟୀ): ବେଡ୍‌ ରୁମ୍ ତଳେ ତିଆରି ହୋଇଛି ଗୁପ୍ତ କୋଠରୀ। ଗୁପ୍ତ କୋଠରୀରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ହେଲେ ଏ ଖବର ପହଞ୍ଚିଥିଲା ଅବକାରୀ ବିଭାଗ ଓ ପୁଲିସ୍ ପାଖରେ। ଆଉ ସେମାନେ ସେଠାରେ କରିଥିଲେ ମିଳିତ ଚଢ଼ାଉ। ସେମାନେ ପୋଚ ଓ ରନ୍ଧା ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି। ଘଟଣାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ରାଜୋଡ଼ା ଗାଁର।

ଗିରଫ ଅଭିଯୁକ୍ତଙ୍କ ନାଁ ରାମକୃଷ୍ଣ ବିଶୋୟୀ। ଅବକାରୀ ବିଭାଗ ଓ ପୁଲିସ୍‌ର ଚଢ଼ାଉ ବେଳେ ସେ ଘରେ ଅନୁପସ୍ଥିତ ଥିଲେ। ତାଙ୍କ ଘରୁ ମିଳିତ ଟିମ୍ ୧୫୦୦ ଲିଟର ପୋଚ ଓ ୫୩ ଲିଟର ରନ୍ଧା ମଦ ଜବତ କରି ନଷ୍ଟ କରିଥିଲା। ଏହା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅନ୍ୟାନ୍ୟ ଉପକରଣ ଜବତ କରିଛି।

କୋଷାଗୁମୁଡ଼ା ପୁଲିସ୍ ରାମକୃଷ୍ଣଙ୍କ ପତ୍ନୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ରାମକୃଷ୍ଣ ଥାନାକୁ ଆସିବା ପରେ ତାଙ୍କ ପତ୍ନୀଙ୍କୁ ପୁଲିସ୍ ଛାଡ଼ି ଦେଇଥିଲା। ପୁଲିସ୍ ରାମକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହାଛଡ଼ା ଅବକାରୀ ବିଭାଗ ଓ ପୁଲିସ୍‌ର ମିଳିତ ଟିମ୍ ନେଇଗାଁ, ଦାଡ଼ିଆଗୁଡ଼ା ଓ ରାଜୋଡ଼ା ଗାଁରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ଜବତ କରିଛି।
https://www.youtube.com/watch?v=XDW1S9qxE_g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story