ଭୋରୁ ଭୋରୁ ଗାଁରେ ହୁରି ପଡ଼ିଗଲା...

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଆଜି ଭୋରୁ ଭୋରୁ ଗାଁରେ ହୁରି ପଡ଼ିଗଲା। ଅଲେଖ ମନ୍ଦିର ପରିସରରେ ଏକ ଘରେ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ! ପ୍ରଥମେ  ତ ସେମାନଙ୍କ ପରିଚୟ ଜଣାପଡ଼ି ନଥିଲା। ଦିନ ପାହୁ ପାହୁ ପ୍ରେମିକଙ୍କ ପରିଚୟ ମିଳିଗଲା। ହେଲେ ତାଙ୍କ ସହିତ ଓଢ଼ଣୀରେ ଝୁଲି ପଡ଼ିଥିବା ପ୍ରେମିକା କିଏ? ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହ ପାଖରୁ ମିଳିଥିବା ଚିଠିରୁ ଖୋଲିବ କି ପ୍ରେମିକାଙ୍କ ପରିଚୟ? ଉମରକୋଟ ଥାନା ପୁଲିସ୍‌ […]

Couple

Couple

Manoranjan Sial
  • Published: Monday, 22 August 2022
  • Updated: 22 August 2022, 08:35 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଆଜି ଭୋରୁ ଭୋରୁ ଗାଁରେ ହୁରି ପଡ଼ିଗଲା। ଅଲେଖ ମନ୍ଦିର ପରିସରରେ ଏକ ଘରେ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ! ପ୍ରଥମେ  ତ ସେମାନଙ୍କ ପରିଚୟ ଜଣାପଡ଼ି ନଥିଲା। ଦିନ ପାହୁ ପାହୁ ପ୍ରେମିକଙ୍କ ପରିଚୟ ମିଳିଗଲା। ହେଲେ ତାଙ୍କ ସହିତ ଓଢ଼ଣୀରେ ଝୁଲି ପଡ଼ିଥିବା ପ୍ରେମିକା କିଏ? ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହ ପାଖରୁ ମିଳିଥିବା ଚିଠିରୁ ଖୋଲିବ କି ପ୍ରେମିକାଙ୍କ ପରିଚୟ? ଉମରକୋଟ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ଭରଣ୍ଡି ଗାଁର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ଡ୍ରାଇଭର ଭାବେ କାମ କରନ୍ତି। ସେଥିପାଇଁ ସେ ସବୁବେଳେ ବାହାରେ ରୁହନ୍ତି। ଘରକୁ କେବେ କେମିତି ଆସନ୍ତି। କିନ୍ତୁ ଆଜି ସକାଳେ ଗାଁରେ ହୁରି ପଡ଼ିଗଲା। ଗାଁର ଅଲେଖ ମନ୍ଦିର ପରିସରରେ ଥିବା ଏକ ଘରେ ଜଣେ ଯୁବକ ଓ ଜଣେ ନାବାଳିକା ଝୁଲି ପଡ଼ିଛନ୍ତି। ଖବର ପାଇ ସେଠାକୁ ଧାଇଁ ଯାଇଥିଲେ ଗାଁ ଲୋକ। ଜଗଦୀଶ ଓ ତାଙ୍କ ପରିବାର ଲୋକ ମଧ୍ୟ ସେଠାକୁ ଯାଇଥିଲେ। ଓଢଣୀରେ ଝୁଲି ପଡ଼ିଥିବା ପୁଅ ପ୍ରଫୁଲ୍ଲକୁ ଚିହ୍ନିଥିଲେ। ହେଲେ ତାଙ୍କ ସହିତ ଝୁଲି ପଡ଼ିଥିବା ଝିଅଙ୍କ କିଏ? ଉଭୟ ପ୍ରେମୀ ଯୁଗଳ ହୋଇଥିବା ଅନୁମାନ କରାଯାଉଛି।

ଖବର ପାଇ ଉମରକୋଟ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ନାବାଳିକାଙ୍କ ଡ୍ରେସ୍‌ରେ କ୍ଲିବ୍‌ରେ ମରାଯାଇଥିବା ହାତ ଲେଖା ଚିଠିକୁ ଜବତ କରିଛି ପୁଲିସ୍‌। ତେବେ ସେହି ଚିଠିରେ କ’ଣ ଲେଖାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ମଧ୍ୟ ସେନେଇ କିଛି କହିନାହିଁ।

ସେପଟେ ଆତ୍ମହତ୍ୟା କରିଥିବା ଝିଅର ପରିଚୟ ଜଣାପଡ଼ି ନାହିଁ। ତା’ର ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଛି? ଯଦି ସେମାନେ ଆତ୍ମହତ୍ୟା କରିଛନ୍ତି, ତାହାହେଲେ କାହିଁକି? ପ୍ରଫୁଲ୍ଲଙ୍କ  ସହିତ ଝୁଲି ପଡ଼ିଥିବା ନାବାଳିକା କିଏ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story