ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା କଣ୍ଟାପାଲ୍ଲୀ ଗାଁରେ ଏକ ଦମ୍ପତିଙ୍କୁ କେହି ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଦମ୍ପତି ହେଲେ ଅଦାରାମ ଶବର ଏବଂ ବିମଳ ଶବର। ଗତକାଲି ରାତିରେ ଦମ୍ପତି ଘରେ ଶୋଇଥିବା ବେଳେ ଆକ୍ରମଣକାରୀ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ, କାହିଁକି ଏହି ଆକ୍ରମଣ କରିଛି ସେ ନେଇ କିଛି ଜଣାପଡ଼ିନି। ଖବର ପାଇ […]

nuapada

nuapada

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 04:57 PM IST

Sports

Latest News

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା କଣ୍ଟାପାଲ୍ଲୀ ଗାଁରେ ଏକ ଦମ୍ପତିଙ୍କୁ କେହି ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଦମ୍ପତି ହେଲେ ଅଦାରାମ ଶବର ଏବଂ ବିମଳ ଶବର।

ଗତକାଲି ରାତିରେ ଦମ୍ପତି ଘରେ ଶୋଇଥିବା ବେଳେ ଆକ୍ରମଣକାରୀ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ, କାହିଁକି ଏହି ଆକ୍ରମଣ କରିଛି ସେ ନେଇ କିଛି ଜଣାପଡ଼ିନି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story