ଜୁଲମ କଲା ଫାଇନାନ୍ସ କମ୍ପାନୀ, ବିଷ ପିଇ ଦେଲେ ଦମ୍ପତି

ଜଳେଶ୍ୱର(ଅଜିତ ଦାଶ): ବାଲେଶ୍ୱର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ପୋଡାଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ୠଣ ଭାର ସହି ନପାରି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ରୂପ୍ସା ଥାନା ଅନ୍ତର୍ଗତ ପୋଡାଡିହା ଗ୍ରାମର କାଶୀନାଥ ରାଉଳ ଏବଂ ସ୍ତ୍ରୀ କନକଲତା ରାଉଳ ଉଭୟ ଘରୋଇ ମାଇକ୍ରୋଫାଇନାନ୍ସରୁ ପ୍ରାୟ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିଲେ। ତେବେ କରୋନା ପାଇଁ ତାଙ୍କର ଦୁଇ ପୂଅ କୌଣସି କାମ ଧନ୍ଦା ନକରିପାରିବାରୁ […]

poison-1

poison-1

Tapas Behera
  • Published: Saturday, 03 October 2020
  • Updated: 03 October 2020, 04:00 PM IST

Sports

Latest News

ଜଳେଶ୍ୱର(ଅଜିତ ଦାଶ): ବାଲେଶ୍ୱର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ପୋଡାଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ୠଣ ଭାର ସହି ନପାରି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ରୂପ୍ସା ଥାନା ଅନ୍ତର୍ଗତ ପୋଡାଡିହା ଗ୍ରାମର କାଶୀନାଥ ରାଉଳ ଏବଂ ସ୍ତ୍ରୀ କନକଲତା ରାଉଳ ଉଭୟ ଘରୋଇ ମାଇକ୍ରୋଫାଇନାନ୍ସରୁ ପ୍ରାୟ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିଲେ।

ତେବେ କରୋନା ପାଇଁ ତାଙ୍କର ଦୁଇ ପୂଅ କୌଣସି କାମ ଧନ୍ଦା ନକରିପାରିବାରୁ ଆଣିଥିବା ଋଣ ଆଉ ପରିଷୋଧ କରି ପାରିଲେ ନାହିଁ। ଫଳରେ ମାଇକ୍ରୋଫାଇନାନ୍ସର କର୍ମଚାରୀମାନେ ବାରମ୍ବାର ଘରକୁ ଆସି ଋଣ ପରିଷୋଧ କରିବା ପାଇଁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ନିର୍ଯ୍ୟାତନା ସହି ନପାରି ଗତକାଲି ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ କୀଟନାଶକ ପିଇ ଆତ୍ମ ହତ୍ୟାକରିଛନ୍ତି। ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବାପା-ମାଙ୍କ ମୃତ୍ୟୁ ପାଇଁ ପୁଅ ମାଇକ୍ରୋଫାଇନାନ୍ସ କମ୍ପାନୀକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story