ଫ୍ୟାମିଲି କୋର୍ଟରେ ହାଇଡ୍ରାମା, ଏକାଠି ହେବାକୁ ଆସି ସ୍ୱାମୀ-ସ୍ତ୍ରୀ ମାରପିଟ୍‌

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେଇଥିଲା ବିବାହ ରୂପ। ବିବାହ ପରେ ଉଭୟଙ୍କ ମନରେ ଜାତ ହୋଇଥିଲା ସନ୍ଦେହ। ଆଉ ତା’ପରେ ମାମଲା ଯାଇ ପହଞ୍ଚିଲା ଫ୍ୟାମିଲି କୋର୍ଟରେ। ଆଜି କୋର୍ଟରେ ମିଳାମିଶା ହେବାର ଥିଲା। ଏହା ପୂର୍ବରୁ କୋର୍ଟ ପରିସରରେ ଦୁଇ ପ୍ରେମ ପକ୍ଷୀଙ୍କ ଭିତରେ ଲାଗିଛି ମାର୍‌ପିଟ୍‌। ଆଉ କୋର୍ଟରେ ପଡ଼ିଛି ପ୍ରେମୀ ଯୁଗଳଙ୍କ ରକ୍ତର ଛିଟା। ସ୍ୱାମୀ ଓ ସ୍ତ୍ରୀ ମାରପିଟ ମାମଲା ଏବେ ଫ୍ୟାମିଲି କୋର୍ଟ ଦେଇ […]

Balangir

Balangir

Manoranjan Sial
  • Published: Monday, 15 November 2021
  • Updated: 15 November 2021, 09:41 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେଇଥିଲା ବିବାହ ରୂପ। ବିବାହ ପରେ ଉଭୟଙ୍କ ମନରେ ଜାତ ହୋଇଥିଲା ସନ୍ଦେହ। ଆଉ ତା’ପରେ ମାମଲା ଯାଇ ପହଞ୍ଚିଲା ଫ୍ୟାମିଲି କୋର୍ଟରେ। ଆଜି କୋର୍ଟରେ ମିଳାମିଶା ହେବାର ଥିଲା। ଏହା ପୂର୍ବରୁ କୋର୍ଟ ପରିସରରେ ଦୁଇ ପ୍ରେମ ପକ୍ଷୀଙ୍କ ଭିତରେ ଲାଗିଛି ମାର୍‌ପିଟ୍‌। ଆଉ କୋର୍ଟରେ ପଡ଼ିଛି ପ୍ରେମୀ ଯୁଗଳଙ୍କ ରକ୍ତର ଛିଟା। ସ୍ୱାମୀ ଓ ସ୍ତ୍ରୀ ମାରପିଟ ମାମଲା ଏବେ ଫ୍ୟାମିଲି କୋର୍ଟ ଦେଇ ଟାଉନ୍‌ ଥାନାରେ ପହଞ୍ଚିଛି। ଆଜି ଏଭଳି ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି ବଲାଙ୍ଗିର ସିଭିଲକୋର୍ଟ ପରିସରରେ ଥିବା ଫ୍ୟାମିଲି କୋର୍ଟରେ।

ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ତୁଷୁରା ଥାନା ମୁଣ୍ଡାପଲା ଗାଁର ବଶିଷ୍ଟ ଛତ୍ରୀଆଙ୍କ ମାମୁ ଘର ହେଉଛି ରାଉରକେଲା ସେକ୍ଟର-୫ ଅଞ୍ଚଳରେ। ସେଠାକୁ ନିୟମିତ ଯାଆନ୍ତି ବଶିଷ୍ଟ। ମାମୁ ଘରକୁ ଯିବାଆସିବା ଭିତରେ ଝୁନୁ ବେହେରାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପରେ ଦୁହେଁ ଘର ଛାଡ଼ି ପଳାଇ ଯାଇଥିଲେ। ତେବେ ୨୦୧୫ ମସିହାରେ ବୈଦିକ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା। ବାହାଘର ପରେ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କ ଔରଷରୁ ପୁଅ ସନ୍ତାନ ଜନ୍ମ ହୋଇଥିଲା।

ସବୁ କିଛି ଠିକଠାକ ଚାଲିଥିବା ବେଳେ ୨୦୧୯ ମସିହାରେ ସ୍ୱାମୀ ଓ ସ୍ତ୍ରୀ’ଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ଝଗଡା ଉଗ୍ରରୂପ ଧାରଣ କରିବାରୁ ପରସ୍ପର ଅଲଗା ଅଲଗା ରହୁଥିଲେ। ପୁଅକୁ ବଶିଷ୍ଟ ନିଜ ପାଖରେ ରଖୁଥିଲେ।

୬ ମାସ ତଳେ ବିବାହ ବିଚ୍ଛେଦ ପାଇଁ ବଶିଷ୍ଟ କୋର୍ଟରେ ଆବେଦନ କରିଥିଲେ। ସେହି ଦିନଠାରୁ ଫ୍ୟାମିଲି କୋର୍ଟରେ ମାମଲା ଚାଲିଛି। ବଶିଷ୍ଟ ଧାର୍ଯ୍ୟ ତାରିଖରେ କୋର୍ଟ ଆସୁନଥିବା ଅଭିଯୋଗ କରୁଥିଲେ ଝୁନୁ। ସେଥିପାଇଁ ସ୍ୱାମୀଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ ଝୁନୁ। ଗତ ୧୩ ତାରିଖରେ ଝୁନୁ ତାଙ୍କ ସ୍ୱାମୀ ବଶିଷ୍ଟଙ୍କୁ ଫୋନ୍‌ କରି ୧୫ ତାରିଖରେ ଫ୍ୟାମିଲି କୋର୍ଟକୁ ଆସିବାକୁ କହିଥିଲେ। ସେଠାରେ ଆପୋଷ ବୁଝାମଣା ହେବାର ଥିଲା।

ପୂର୍ବ ଯୋଜନା ମୁତାବକ ସ୍ୱାମୀ ଓ ସ୍ତ୍ରୀ  ଆଜି ବଲାଙ୍ଗିର ସିଭିଲକୋର୍ଟ ପରିସରରେ ଥିବା ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ସେଠାରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ମାରପିଟ୍‌ ଆରମ୍ଭ ହୋଇଥିଲା। ମାରପିଟ୍‌ରେ ଉଭୟ ସାମାନ୍ୟ ଆହତ ହୋଇଥିଲେ ଓ କୋର୍ଟରେ ରକ୍ତ ଛିଟା ପଡ଼ିଥିଲା। ସ୍ଥାନୀୟ ପୁଲିସ୍‌ ଉଭୟଙ୍କୁ କାବୁ କରିଥିଲା। ଉଭୟ ପକ୍ଷରୁ ମାଡ଼ପିଟକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଟାଉନ ଥାନା ପୁଲିସ ଉଭୟ ପାର୍ଶ୍ୱରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story