ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର

ପୋଲସରା (ଅକ୍ଷୟ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ପଞ୍ଚାୟତ ସାହିରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ବିପିନ ଗୌଡ଼ ଓ ତାଙ୍କ ପତ୍ନୀ। ବିପିନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ବେକରେ କଟା ଦାଗ ଦେଖିବାକୁ ମିଳିଛି। ତେଣୁ ବିପିନ ପ୍ରଥମେ ତାଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁରୁଷୋତ୍ତମପୁର […]

House

House

Jitendra Garnayak
  • Published: Sunday, 05 September 2021
  • Updated: 05 September 2021, 02:04 PM IST

Sports

Latest News

ପୋଲସରା (ଅକ୍ଷୟ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ପଞ୍ଚାୟତ ସାହିରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ବିପିନ ଗୌଡ଼ ଓ ତାଙ୍କ ପତ୍ନୀ।

ବିପିନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ବେକରେ କଟା ଦାଗ ଦେଖିବାକୁ ମିଳିଛି। ତେଣୁ ବିପିନ ପ୍ରଥମେ ତାଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ଯାଞ୍ଚ କରିଛି। ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

ଗାଁର ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗତ ମେ’ ମାସରେ ବାହା ହୋଇଥିଲେ। ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁରରେ ତାଙ୍କ ବାହାଘର ହୋଇଥିଲା। କେଉଁ କାରଣରୁ ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ।

ବିପିନଙ୍କ ବାପା କହିଛନ୍ତି ଯେ ସେ ସକାଳେ ଉଠି ଜମିକୁ ଯିବାକୁ ବାହାରିଥିଲେ। ସେ ବିପିନଙ୍କୁ ଡାକିଥିଲେ। ସେ ନଶୁଣିବାରୁ ତାଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ବୋହୂ ଖଟର ଉପରେ ପଡ଼ି ରହିଥିଲା। କ’ଣ ଘଟିଲା, ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story