ଫେସ୍‌ବୁକରେ ଫେକ୍‌ ଆଇଡି କରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦମ୍ପତି

କଟକ(ଦେବାଶିଷ ମହାନ୍ତି):ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି। ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। […]

568

568

Tapas Behera
  • Published: Friday, 05 April 2019
  • Updated: 05 April 2019, 07:10 PM IST

Sports

Latest News

କଟକ(ଦେବାଶିଷ ମହାନ୍ତି):ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି।

ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। ନେବା ପରେ ସେ ଫେସବୁକ ଆଇଡି ଆଉ ଚଲାଇନଥିଲେ।

ସଂପୃକ୍ତ ପୁଲିସ ବାବୁ ଜଣଙ୍କ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ କରି ଦମ୍ପତ୍ତିଙ୍କୁ ଗିରଫ କରିଛି। ତେବେ ସେ ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ବିଭିନ୍ନ ଆଳ ଦେଖାଇ ଟଙ୍କ। ଠକିଥିବା ପୁଲିସ ଜାଣିବାକୁ ପାଇଛି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story