ଅଲଗା କରିଦେଇଥିଲା କଙ୍ଗାରୁ କୋର୍ଟ, ୪ମାସ ପରେ ଏକାଠି ହେଲେ

ଉମରକୋଟ (କାତ୍ତିକ ମଲ୍ଲିକ): ଭିନ୍ନ ଜାତିରେ ବିବାହ ଯୋଗୁଁ କଙ୍ଗାରୁ କୋର୍ଟର ନିଷ୍ପତ୍ତିରେ ଅଲଗା ହୋଇଥିଲେ ସ୍ୱାମୀ ସ୍ତ୍ରୀ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ୪ ମାସ ପରେ ଦୁହେଁ ଏକାଠି ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ଖାଡଙ୍ଗା ଗାଁରେ। ଏହି ଗାଁର ପ୍ରତାପ କଲାର ଓ ଫଗନୀ ଗଣ୍ଡ କିଛି ମାସ ତଳେ ଉଭୟ ଘରୁ ବାହାରି ପଡୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ଅଂଚଳକୁ ଯାଇ କୋର୍ଟ […]

UMARKOT

UMARKOT

Ranjit Kumar Jena
  • Published: Tuesday, 08 December 2020
  • Updated: 08 December 2020, 04:55 PM IST

Sports

Latest News

ଉମରକୋଟ (କାତ୍ତିକ ମଲ୍ଲିକ): ଭିନ୍ନ ଜାତିରେ ବିବାହ ଯୋଗୁଁ କଙ୍ଗାରୁ କୋର୍ଟର ନିଷ୍ପତ୍ତିରେ ଅଲଗା ହୋଇଥିଲେ ସ୍ୱାମୀ ସ୍ତ୍ରୀ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ୪ ମାସ ପରେ ଦୁହେଁ ଏକାଠି ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ଖାଡଙ୍ଗା ଗାଁରେ।

ଏହି ଗାଁର ପ୍ରତାପ କଲାର ଓ ଫଗନୀ ଗଣ୍ଡ କିଛି ମାସ ତଳେ ଉଭୟ ଘରୁ ବାହାରି ପଡୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ଅଂଚଳକୁ ଯାଇ କୋର୍ଟ ମ୍ୟାରେଜ କରିଥିଲେ। ଯାହା ପରେ ଦୁହେଁ ଏକ ମନ୍ଦିରରେ ମଧ୍ୟ ବିବାହ କରିଥିଲେ। ତେବେ ବିବାହ କରିବା ପରେ ଦୁହେଁ ନିଜ ଘର ଖାଡଙ୍ଗାକୁ ଫେରି ଏକାଠି ରହୁଥିଲେ। ହେଲେ ଏଠାରେ ଦୁହିଁଙ୍କ ପାଇଁ କଣ୍ଟା ସାଜିଥିଲା ଭିନ୍ନ ଜାତିରେ ବିବାହ କରିବା। ଏହି କାରଣରୁ ପ୍ରତାପଙ୍କ ପାଇଁ କଙ୍ଗାରୁ କୋର୍ଟ ବସିଥିଲେ।

କଙ୍ଗାରୁ କୋର୍ଟରେ ତାଙ୍କୁ ସାମାଜିକ ବାସନ୍ଦ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ୩୨ହଜାର ଟଙ୍କା ଦେବା ପରେ ମଧ୍ୟ ପ୍ରତାପଙ୍କ ଠାରୁ ତାଙ୍କ ସ୍ତ୍ରୀଙ୍କୁ ଅଲଗା କରାଯାଇଥିବା ସେ ଅଭିଯୋଗ କରିଥିଲେ। ସ୍ତ୍ରୀକୁ ପାଇବା ପାଇଁ ସେ ଅର୍ଥ ଯୋଗାଡ଼ ଲାଗି ଛତିଶଗଡ଼ରେ ଦିନ ମଜୁରିଆ ଭାବେ କାମ କରୁଥିଲେ। କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ତ୍ରୀ ଫଗନୀ ତାଙ୍କ ପାଖକୁ ଫେରିଛନ୍ତି।

ପରିବାର ଲୋକଙ୍କ ଚାପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ଥିଲେ ବୋଲି କହିଛନ୍ତି। ଉଭୟ ଏକାଠି ହେବା ପରେ ରାଇଘର ଥାନାର କଙ୍ଗାରୁ କୋର୍ଟ ବିରୋଧରେ ଦେଇଛନ୍ତି। ଏତଲା ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story