ରାତିଅଧରେ ସ୍ୱାମୀ-ସ୍ତ୍ରୀଙ୍କୁ ପିଟି ସଶସ୍ତ୍ର ଡକାୟତି

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରେ ଗତକାଲି ବିଳମ୍ୱିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଗାଁର  ସୁରେନ୍ଦ୍ର ସ୍ୱାଇଁଙ୍କ ଘର ଝରକା ଭାଙ୍ଗି ଡକାୟତ ଘର ଭିତରକୁ ପଶିଥିଲେ। ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ରେବତୀ ବିରୋଧ କରିବାରୁ ସେମାନଙ୍କୁ ମାରପିଟ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ଘରେ ଥିବା ଆଲମିରାର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା  ଓ ଟଙ୍କା ଲୁଟି ନେଇଥିଲେ। ଏନେଇ […]

jajpur

jajpur

Jyoshna Pradhan
  • Published: Tuesday, 02 July 2019
  • Updated: 02 July 2019, 11:54 AM IST

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରେ ଗତକାଲି ବିଳମ୍ୱିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଗାଁର  ସୁରେନ୍ଦ୍ର ସ୍ୱାଇଁଙ୍କ ଘର ଝରକା ଭାଙ୍ଗି ଡକାୟତ ଘର ଭିତରକୁ ପଶିଥିଲେ। ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ରେବତୀ ବିରୋଧ କରିବାରୁ ସେମାନଙ୍କୁ ମାରପିଟ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ଘରେ ଥିବା ଆଲମିରାର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା  ଓ ଟଙ୍କା ଲୁଟି ନେଇଥିଲେ।jajpur

ଏନେଇ ଅଭିଯୋଗ ପାଇବା ପରେ ବିଞ୍ଝାରପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos