ପାର୍କରେ ବସିଥିଲେ ପ୍ରେମୀଯୁଗଳ, ପିଟିଲେ ଯୁବକ

ଚୌଦ୍ୱାର (ପ୍ରକାଶ ନାୟକ): ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କ ଉପରେ ହୋଇଛି ଆକ୍ରମଣ। ୩ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି କଟକର ଏକ  ମେଡିକାଲ୍‌ କଲେଜର ଦୁଇ ପ୍ରେମୀଯୁଗଳ ଚୌଦ୍ୱାର ଡମ୍‌ଡମଣୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ସେମାନଙ୍କ ନଜର ବିରୂପା ନଦୀ କୂଳରେ ନିର୍ମାଣ ହେଉଥିବା ବିଜୁ ପଟ୍ଟନାୟକ […]

choudar

choudar

Manoranjan Sial
  • Published: Thursday, 14 January 2021
  • Updated: 14 January 2021, 07:20 PM IST

Sports

Latest News

ଚୌଦ୍ୱାର (ପ୍ରକାଶ ନାୟକ): ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କ ଉପରେ ହୋଇଛି ଆକ୍ରମଣ। ୩ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି କଟକର ଏକ  ମେଡିକାଲ୍‌ କଲେଜର ଦୁଇ ପ୍ରେମୀଯୁଗଳ ଚୌଦ୍ୱାର ଡମ୍‌ଡମଣୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ସେମାନଙ୍କ ନଜର ବିରୂପା ନଦୀ କୂଳରେ ନିର୍ମାଣ ହେଉଥିବା ବିଜୁ ପଟ୍ଟନାୟକ ପାର୍କ ଉପରେ ପଡ଼ିଥିଲା। ତେଣୁ ପ୍ରେମୀଯୁଗଳ ସନ୍ଧ୍ୟା ବେଳେ ସେହି ପାର୍କରେ ବସି ଥିଲେ। ଏହି ସମୟରେ ୩ ଜଣ ଯୁବକ ପାର୍କକୁ ଆସି ଯୁବତୀଙ୍କୁ ଟଣାଓଟରା କରିଥିଲେ। ଏହି ସମୟରେ ପ୍ରେମିକ ପ୍ରବଳ ସେମାନଙ୍କୁ ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ପ୍ରେମିକଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଆଜି ପ୍ରେମୀଯୁଗଳ ଏନେଇ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

ସୂଚନାରୁ ପ୍ରକାଶ, ବିରୂପା ନଦୀ କୂଳ ମାଗୁର ପୋଖରୀ ପାଖରେ ଗୋଟିଏ ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ କରାଯାଉଛି। ଏହି ପାର୍କ ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ। ଏହା ପୂର୍ବରୁ ସେଠାରେ ଦୁର୍ବୃତ୍ତମାନେ ଆଡ୍ଡା ଜମାଇଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story