ଏଣିକି ଇ-ପେମେଣ୍ଟରେ ଦାଖଲ କରିହେବ କୋର୍ଟ ଫି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି କୋର୍ଟରେ ମାମଲା ରୁଜୁ କରିବାବେଳେ ଆବେଦନକାରୀ ଇ-ପେମେଣ୍ଟ ମାଧ୍ୟମରେ କୋର୍ଟ ଫି’ ପ୍ରଦାନ କରିପାରିବେ। କୋର୍ଟଫି ଷ୍ଟାମ୍ପ ଜରିଆରେ କୋର୍ଟ ଫି’ ପ୍ରଦାନ କରିବାର ବାଧ୍ୟତାମୂଳକ ପ୍ରାବଧାନରେ ସଂଶୋଧନକୁ ରାଜ୍ୟ ବିଧାନସଭା ଅନୁମୋଦନ କରିଛନ୍ତି। ଏହି ସଂଶୋଧନ ଫଳରେ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ଫାଇଲିଂ ମାମଲା ଦାଏର କରାଯିବାବେଳେ କୋର୍ଟି ଫି’ ଷ୍ଟାମ୍ପ ଜରିଆରେ କୋର୍ଟ ଫିସ୍ ପ୍ରଦାନ କରାଯିବା ସହ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ପେମେଣ୍ଟ ପ୍ରଦାନ ଓ ଫେରସ୍ତର ବ୍ୟବସ୍ଥା ରହିଛି। ରାଜ୍ୟପାଳଙ୍କ […]

Digital-1

Digital-1

Tapas Behera
  • Published: Thursday, 01 October 2020
  • Updated: 01 October 2020, 06:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି କୋର୍ଟରେ ମାମଲା ରୁଜୁ କରିବାବେଳେ ଆବେଦନକାରୀ ଇ-ପେମେଣ୍ଟ ମାଧ୍ୟମରେ କୋର୍ଟ ଫି’ ପ୍ରଦାନ କରିପାରିବେ। କୋର୍ଟଫି ଷ୍ଟାମ୍ପ ଜରିଆରେ କୋର୍ଟ ଫି’ ପ୍ରଦାନ କରିବାର ବାଧ୍ୟତାମୂଳକ ପ୍ରାବଧାନରେ ସଂଶୋଧନକୁ ରାଜ୍ୟ ବିଧାନସଭା ଅନୁମୋଦନ କରିଛନ୍ତି। ଏହି ସଂଶୋଧନ ଫଳରେ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ଫାଇଲିଂ ମାମଲା ଦାଏର କରାଯିବାବେଳେ କୋର୍ଟି ଫି’ ଷ୍ଟାମ୍ପ ଜରିଆରେ କୋର୍ଟ ଫିସ୍ ପ୍ରଦାନ କରାଯିବା ସହ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ପେମେଣ୍ଟ ପ୍ରଦାନ ଓ ଫେରସ୍ତର ବ୍ୟବସ୍ଥା ରହିଛି। ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଏହି ସଂଶୋଧନ କାର୍ଯ୍ୟକ୍ଷମ ହେବ।

ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ‘କୋର୍ଟ ଫି(ଓଡ଼ିଶା ସଂଶୋଧନ) ବିଲ-୨୦୨୦କୁ ପାରିତ ନିମନ୍ତେ ଗୃହର ଅନୁମୋଦନ ଲୋଡ଼ିଥିଲେ। ମନ୍ତ୍ରୀ ଶ୍ରୀ ଜେନା  ଏହି ସଂଶୋଧନ ସମ୍ପର୍କରେ ତଥ୍ୟ ରଖି କହିଥିଲେ ଯେ, କୋର୍ଟ ଫି ଅଧିନିୟମ-୧୮୭୦ର ବ୍ୟବସ୍ଥା ଅନୁସାରେ କୋର୍ଟ ଫି ଷ୍ଟାମ୍ପ ଦ୍ୱାରା ହି କେବଳ କୋର୍ଟ ଫି’ ପ୍ରଦାନ କରାଯାଇପାରିବ।

ଏବେ କୋଭିଡ-୧୯ ମହାମାରୀ ବିପତ୍ତି ଦୃଷ୍ଟିରୁ ହାଇକୋର୍ଟ ଓ ଅଧସ୍ତନ କୋର୍ଟଗୁଡ଼ିକରେ ବହୁତ କଟକଣା ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟ ସମ୍ପାଦନ ହେଉଛି। ତା’ଛଡ଼ା ରାଜ୍ୟ ସରକାରଙ୍କ ସାମାଜିକ ଦୂରତ୍ୱ ଗାଇଡଲାଇନ୍ ଅନୁସାରେ ହାଇକୋର୍ଟ ମଧ୍ୟ ମାମଲାଗୁଡ଼ିକୁ ଇ-ଫାଇଲିଂ ଜରିଆରେ ଦାଏର କରିବାକୁ ଅନୁମତି ଦେଉଛନ୍ତି। ସେ ଦୃଷ୍ଟିରୁ ଇ-ପେମେଣ୍ଟ ମାଧ୍ୟମରେ କୋର୍ଟ ଫି’ ପ୍ରଦାନ କରାଯିବାର ଆବଶ୍ୟକତା ଅନୂଭତ ହେଲା। ଏହାଦ୍ୱାରା କୋଭିଡ୍ ମହାମାରୀ ବିପତ୍ତିବେଳେ ତଥା ଆଗାମୀ ଦିନରେ ମକଦ୍ଦମାକାରୀ ଓ ଅନ୍ୟ ବ୍ୟକ୍ତିମାନେ ନ୍ୟାୟିକ ପ୍ରକ୍ରିୟାର ସୁଲଭ ଉପଯୋଗ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story