ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧୁମେହ କରୋନା ଆକ୍ରାନ୍ତଙ୍କୁ ଡାକ୍ତର ଅନୁଜ ବଳିୟାରସିଂହଙ୍କ ପରାମର୍ଶ। ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ। କିନ୍ତୁ ଡାଇବେଟିସ୍ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି। କରୋନା ଆକ୍ରାନ୍ତ ଡାଇବେଟିସ୍ ରୋଗୀ ସୁଗାର ନିୟନ୍ତ୍ରଣରେ ରଖିବା ଜରୁରୀ। ଯଦି ସଂକ୍ରମିତ ହୁଏ, ତେବେ ସୁଗାର, ବିପି ନିୟନ୍ତ୍ରଣରେ ଅଛି କି ନାହିଁ ଦେଖିବେ। ସୁଗାର ଓ ବିପି ନିୟନ୍ତ୍ରଣରେ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ। […]

dibetic

dibetic

Tapas Behera
  • Published: Thursday, 24 September 2020
  • Updated: 24 September 2020, 05:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧୁମେହ କରୋନା ଆକ୍ରାନ୍ତଙ୍କୁ ଡାକ୍ତର ଅନୁଜ ବଳିୟାରସିଂହଙ୍କ ପରାମର୍ଶ। ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ। କିନ୍ତୁ ଡାଇବେଟିସ୍ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି। କରୋନା ଆକ୍ରାନ୍ତ ଡାଇବେଟିସ୍ ରୋଗୀ ସୁଗାର ନିୟନ୍ତ୍ରଣରେ ରଖିବା ଜରୁରୀ। ଯଦି ସଂକ୍ରମିତ ହୁଏ, ତେବେ ସୁଗାର, ବିପି ନିୟନ୍ତ୍ରଣରେ ଅଛି କି ନାହିଁ ଦେଖିବେ। ସୁଗାର ଓ ବିପି ନିୟନ୍ତ୍ରଣରେ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ।

କରୋନା ଆକ୍ରାନ୍ତ ଯୋଗୁଁ ମାନସିକ ଚାପ ବଢୁଥିବାରୁ ସୁଗାର ବଢ଼ିପାରେ। କରୋନା ଆକ୍ରାନ୍ତ ଡାଇବେଟିସ୍ ରୋଗୀ ଇନସୁଲିନ୍ ନେବା ଉଚିତ୍। ସେହିପରି ସିଭିୟର କରୋନା ଥିଲେ, ହୃତ ସ୍ପନ୍ଦନ ବେଶି ବଢ଼ିଯିବାର ସମ୍ଭାବନା ଅଛି । ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story