‘ସେପ୍ଟେମ୍ବରରେ ତୃତୀୟ ଲହର, ଅକ୍ଟୋବରରେ ପିକ୍‌କୁ ଆସିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକଳନ ଅନୁସାରେ ସେପ୍ଟେମ୍ବରରେ ମହାମାରୀ ତୃତୀୟ ଲହର ଆସିବ। ଅକ୍ଟୋବରରେ ପିକ୍‌କୁ ଆସିବ। ଏଥିରେ ବିଶେଷକରି ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି। ୧୦୦ରେ ୨୩ ପିଲା ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌କୁ ଆସିଥିଲା। ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍‌ ପିରିୟଡ୍‌ ପାଇଁ ଆମକୁ ଅପେକ୍ଷା କରିବାକୁ […]

child

child

Manoranjan Sial
  • Published: Monday, 23 August 2021
  • Updated: 23 August 2021, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକଳନ ଅନୁସାରେ ସେପ୍ଟେମ୍ବରରେ ମହାମାରୀ ତୃତୀୟ ଲହର ଆସିବ। ଅକ୍ଟୋବରରେ ପିକ୍‌କୁ ଆସିବ। ଏଥିରେ ବିଶେଷକରି ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି। ୧୦୦ରେ ୨୩ ପିଲା ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌କୁ ଆସିଥିଲା। ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍‌ ପିରିୟଡ୍‌ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛୁ। ଶିଶୁମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିଛୁ। ସବୁ କୋଭିଡ୍‌ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରାଯାଇଛି। ଶିଶୁ ଭବନରେ ସେଣ୍ଟ୍ରାଲ୍‌ ଅଫ୍‌ ଏକ୍ସିଲେନ୍ସି କରାଯାଉଛି। ଶିଶୁମାନଙ୍କର ଏବେ ସିଭିୟରିଟି ବେଶୀ ନାହିଁ। ତଥାପି ତୀକ୍ଷ୍ଣ ନଜର ରଖାଯାଇଛି। ଶିଶୁମାନଙ୍କର ଦୈନିକ ସଂକ୍ରମଣ ହାରକୁ ଆନାଲିସ କରାଯାଉଛି। ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି। ବହୁତ କମ୍‌ ଶିଶୁଙ୍କୁ ଅକ୍ସିଜେନ ଦରକାର ହେଉଥିଲା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୩୧୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୯ ଜଣ ଥିବା ବେଳେ କଟକରୁ ୧୧୭ ଓ ଷ୍ଟେଟ୍‌ ପୁଲ୍‌ରୁ ୬୪ ଜଣ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story