ଡ୍ରାଇଭର ମାତାଲ ! ବିଲରେ ପଶିଗଲା କୋଭିଡ୍‌ ଆମ୍ଭୁଲାନ୍ସ

ଆଠଗଡ଼(ଓଡ଼ିଶା ରିପୋର୍ଟର):ବିଲରେ ପଶିଗଲା କୋଭିଡ ଆମ୍ବୁଲାନ୍ସ। କରୋନା ଟେଷ୍ଟ ପାଇଁ ନିୟୋଜିତ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବିଲରେ ପଶିଗଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଖୁଣ୍ଟୁଣୀ ଅଞ୍ଚଳରେ । ଆଜି ଆଠଗଡ ଗୋବରା TMC  ଠାରେ ସ୍ୱାବ ଟେଷ୍ଟ କରାଯାଉଥିବା ବେଳେ ବିଭିନ୍ନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କୁ ସ୍ୱାବଟେଷ୍ଟ ପାଇଁ ଆମ୍ବୁଲାନ୍ସ ଯୋଗେ ସେଠାକୁ ନିଆଯାଉଥିଲା। ସେହି କାର୍ଯ୍ୟରେ ନିୟୋଜିତ ଥିବା ଆମ୍ବୁଲାନ୍ସଟି ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ […]

9-1

Tapas Behera
  • Published: Friday, 12 June 2020
  • , Updated: 12 June 2020, 08:32 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର):ବିଲରେ ପଶିଗଲା କୋଭିଡ ଆମ୍ବୁଲାନ୍ସ। କରୋନା ଟେଷ୍ଟ ପାଇଁ ନିୟୋଜିତ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବିଲରେ ପଶିଗଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଖୁଣ୍ଟୁଣୀ ଅଞ୍ଚଳରେ । ଆଜି ଆଠଗଡ ଗୋବରା TMC  ଠାରେ ସ୍ୱାବ ଟେଷ୍ଟ କରାଯାଉଥିବା ବେଳେ ବିଭିନ୍ନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କୁ ସ୍ୱାବଟେଷ୍ଟ ପାଇଁ ଆମ୍ବୁଲାନ୍ସ ଯୋଗେ ସେଠାକୁ ନିଆଯାଉଥିଲା। ସେହି କାର୍ଯ୍ୟରେ ନିୟୋଜିତ ଥିବା ଆମ୍ବୁଲାନ୍ସଟି ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସଟି ବିଲରେ ପଶିଯାଇଥିବା କୁହାଯାଉଛି। ତେବେ ସେହି ସମୟରେ ଗାଡି ଭିତରେ କେହି ନଥିବା ଜଣାପଡିଛି।

Related story